ଗୋଟିଏ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରତଯାତ୍ରା, ସଜେଇ ହୋଇଛି ବଡ଼ଦାଣ୍ଡ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ତିନି ରଥଙ୍କ ଅପେକ୍ଷାରେ ସଜେଇ ହୋଇଛି ସିଂହଦ୍ଵାର । ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁଥାଟରାଜାଙ୍କ ଦେହାନ୍ତରେ ପୂର୍ବତନ ମନ୍ତ୍ରୀଙ୍କ ଶୋକ ପ୍ରକାଶ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୁରୀ ଗଜପତି ମହାରାଜଙ୍କ ସାନ ଭାଇ ତଥା ଥାଟରାଜାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।ଶ୍ରୀ ମନ୍ଦିରରେ ଅଣସର ସମୟରେ ଅଲାରନାଥ ଦର୍ଶନ କରି ଆଶିଷ ଭିକ୍ଷା କରନ୍ତି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ମହାପ୍ରଭୁ ମାନବୀୟ ଲୀଳା କରୁଥିଲା ବେଳେ ଗ୍ରୀଷ୍ମ ଉତ୍ତାପରୁ ମୁକ୍ତି ପାଇବା ପାଇଁ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ସ୍ନାନପୁରୀରେ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା କାଲି ପୁରୀରେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହିତ ପ୍ରିୟଙ୍କା ଲିଙ୍କ, ମୁହଁ ଖୋଲିଲେ ପ୍ରିୟଙ୍କା ସେନାପତି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଘଟଣାରେ ଛନ୍ଦି ହୋଇ ପଡ଼ିଥିବା ପୁରୀର ପ୍ରିୟଙ୍କା ସେନାପତି ମୁହଁ ଖୋଲିଛନ୍ତି । ପ୍ରିୟଙ୍କା କହିଛନ୍ତି, ଜ୍ୟୋତି କେବଳ ମୋରମହାପ୍ରଭୁଙ୍କ ଦର୍ଶନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ । ଶ୍ରୀ ଫଡନବୀସ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କମହାପ୍ରଭୁଙ୍କ ଲୀଳା, ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୁଣି ଲୀଳାମୟ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଲୀଳା କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନପୁରୀ ଶ୍ରୀମନ୍ଦିରରେ ପ୍ରକାଶ ମିଶ୍ର
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ଯତ୍ନବାନ ହୋଇଛନ୍ତି । ଆଗାମି ଦିନରେ ହେବାକୁଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ- 1
- 2






























