ଗାଡ଼ି ଧକ୍କାକୁ ନେଇ ଭୁବନେଶ୍ୱରରେ ତୁମୁଳକାଣ୍ଡ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦଶହରା ପାଇଁ ରାଜଧାନୀ ଭୁବନେଶ୍ବର ର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଗହଳି ହେବା ସହିତ ରାସ୍ତା ଜାମ ହେଉଛି । ରାସ୍ତା ଜାମ ଯୋଗୁଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଶର୍ବଣା ବିବେକ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ୱର ଡିସିପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଶର୍ବଣା ବିବେକ । ଦାୟିତ୍ୱ ନେଲା ପରେ ସମସ୍ତଙ୍କୁ ନେଇ ଗୋଟିଏ ଟିମ୍ ହୋଇ କାମଭୁବନେଶ୍ବରରେ ଜଳିଗଲା କାର, ଯାତ୍ରୀ ସୁରକ୍ଷିତ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ବର ସ୍ଥିତ ପାଲ ହାଇଟ୍ସ ଛକ ନିକଟରେ ଏକ କାରରେ ନିଆଁ ଲାଗି ଜଳି ଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଏହିଏୟାରଫିଲ୍ଡ ଥାନାରେ NIA ଟିମ, ସ୍କୁଟିକୁ ନେଇ ଛାନଭିନ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଏନଆଇଏ ଟିମ ଆଜାଦ ନଗର ବୋମା ବିସ୍ପୋରଣ ଘଟଣାର ପୁନର୍ବାର ଛାନଭିନ ଆରମ୍ଭ କରିଛି । ଜବତ ହୋଇଥିବା ସନ୍ଦିଗ୍ଧ ସ୍କୁଟିକୁ ନେଇବାଳକାଟି କବାଡ଼ିଆ ଗୋଦାମରେ ଅଗ୍ନିକାଣ୍ଡ
ଓଡ଼ିଶା ଲିଡ୍ସ(ବ୍ୟୁରୋ):ବାଳକାଟି ଭାର୍ଗବୀ ସେତୁ ତଳେ ଥିବା କବାଡ଼ିଆ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛିବାରଙ୍ଗ ଅଞ୍ଚଳରେ ଖଣ୍ଡା ଚୋଟରେ ୩ ଗୁରୁତର, କଟକ ମେଡିକାଲରେ ଭର୍ତ୍ତି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡି ଯାଇଥିଲା ବେଳେ ଆଜି କଟକ ମୁଣ୍ଡଳୀ ନିକଟରେ କିଛି ଲୋକ ହଠାତ ଆସି ଜଣଙ୍କୁ ଖଣ୍ଡାରେ ଆକ୍ରମଣଭୁବନେଶ୍ୱରରେ ଘରୋଇ ଇଞ୍ଜିନିୟରିଂ ପ୍ରଥମ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ; ପରିବାର ପକ୍ଷରୁ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ୱରର ଇନ୍ଫୋସିଟି ଥାନା ଅଧିନ ଶିଖର ଚଣ୍ଡୀ ଅଞ୍ଚଳରେ ଏକ ଘରୋଇ ବୈଷୟିକ ବିଶ୍ୱବିଦ୍ୟାଳୟରେ ଜଣେ ଇଞ୍ଜିନିୟରିଂ ପ୍ରଥମ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିବାଭୁବନେଶ୍ୱର ସାମନ୍ତରାପୁର ମୁଖ୍ୟ ଡ୍ରେନ ଅବସ୍ଥା ଶୋଚନୀୟ, ବର୍ଷା ପରେ ବିଭାଗର ଚେତା
ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଲୋକଙ୍କ ସଂଖ୍ୟା ବଢୁଥିଲା ବେଳେ ସମସ୍ୟା ବହୁଳ ହୋଇ ପଡୁଛି ରାଜଧାନୀ । ବର୍ଷା ହେଲେ ଜଳ ନିଷ୍କାସନଚନ୍ଦକା ଥାନାରୁ ମୋବାଇଲ ଚୋର ଫେରାର
ଓଡ଼ିଶା ଲିଡ୍ସ(ବ୍ୟୁରୋ): କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ପଛ ଗେଟ ଦେଇ ଚମ୍ପଟ ମାରିଛି ଜଣେ ମୋବାଇଲ ଚୋର । ଫେରାର ଅଭିଯୁକ୍ତ ଜଣକ ହେଉଛି- 1
- 2




























