ଓଡ଼ିଶା ଲିଡ୍ସ(ବ୍ୟୁରୋ):ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୁଭେଛା ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି କଠିନ ଅଧ୍ୟବସାୟ ବଳରେ ସଫଳ ହୋଇଥିବା ପରୀକ୍ଷାର୍ଥୀ ମାନେ ନିଜର ଆଗାମି କାର୍ଯ୍ୟକାଳ ମଧ୍ୟରେ ସାଧାରଣଜନତାଙ୍କ ସେବା କରିବାରେ ସଫଳ ହେବେ ବୋଲି ମୋର ବିଶ୍ୱାସ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣମାନଙ୍କ ଭବିଷ୍ୟତ ସୁଖମୟ କରନ୍ତୁ ।



















