Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > Articles by: orissaleads@admin

ନନ୍ଦନକାନନରେ ନୂଆ ଅତିଥି ୫ ଓରାଙ୍ଗଉଟାନ, ପୂର୍ବରୁ ଥିଲା ବିନି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଭୋଗରାଇ ରଣକାଠ ଜଙ୍ଗଲରୁ ମିଳିଥିବା ୫ଟି ଓରାଙ୍ଗଉଟାନ୍‌ ଗତକାଲି ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ନନ୍ଦନକାନନ ଆଣାଯାଇଛି। ଚିଡିଆଖାନାର ନୂଆ ଅତିଥି ଭାବେ ସେମାନଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ବାଗତ କରିଛନ୍ତି। ଏକାଥରକେ ପାଞ୍ଚ ପାଞ୍ଚଟି ବିରଳ ଓରାଙ୍ଗଉଟାନ୍‌ ପାଇବା ପରେ ନନ୍ଦନକାନନ କର୍ମଚାରୀମାନଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ଅନ୍ୟ ପକ୍ଷରେ ଏହି ଖବର ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଖୁସିର ବିଷୟ ହୋଇଛି […]

Read More

ପାଲଟପୁର ପଞ୍ଚାୟତରେ ପାଲ ଦୁର୍ନୀତି: ତହସିଲ ସମ୍ମୁଖରେ ସରପଞ୍ଚଙ୍କ ଧାରଣା, ପ୍ରତିଶୃତି ପରେ ଧାରଣା ସ୍ଥଗିତ

ଓଡ଼ିଶା ଲିଡ୍ସ(ଦଶରଥପୁର): ଚଳିତ ବର୍ଷ ବୈତରଣୀ ନଦୀ ବନ୍ୟାରେ ଦଶରଥପୁର ବ୍ଲକର ଅନେକ ପଞ୍ଚାୟତରେ ବନ୍ୟା ଦ୍ୱାରା ଘରଦ୍ୱାର, ଚାଷବାସ ସମେତ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ବୈତରଣୀ ନଦୀରେ ୭ ଥର ବନ୍ୟା ଆସିବାରୁ ଶାଖା କାଣୀ ନଦୀର ଭୟଙ୍କର ପ୍ରକୋପ ଓ ନଦୀରେ ସୃଷ୍ଟି ଘାଇ ଯୋଗୁ ବ୍ଲକର ୧୯ ପଞ୍ଚାୟତର ୬୫ ରାଜସ୍ବ ଗ୍ରାମରେ ୪୦ ଦିନ ପର୍ଯ୍ୟନ୍ତ ଲୋକେ ଜଳବନ୍ଦୀ ରହିଥିଲେ। ଏହି କ୍ରମରେ ଦଶରଥପୁର ତହସିଲଦାରଙ୍କ ତତ୍ୱାବଧାନରେ […]

Read More

ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର: ୫ଶହରୁ ଉର୍ଦ୍ଧ୍ଵ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ଓ ରିଲିଫ ବଣ୍ଟନ

ଓଡ଼ିଶା ଲିଡ୍ସ(ଯାଜପୁର/ବରୀ): ଭୁବନେଶ୍ୱର ସ୍ଥିତ ଇଣ୍ଟରନ୍ୟାସନାଲ ଗୀତା ମିଶନ ପକ୍ଷରୁ ବରୀ ବ୍ଲକ ନୂଆଗାଁ ସ୍ଥିତ ବଳଦେବ ଜୀଉ ଯୁବକ ସଂଘ ସହଯୋଗରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରରେ ୫ ଶହରୁ ଉର୍ଦ୍ଧ୍ଵ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ବଣ୍ଟନ କରାଯିବା ସହିତ ରିଲିଫ ବଣ୍ଟନ କରାଯାଇଥିଲା । ଉକ୍ତ ଶିବିରରେ ଏସସିବି ମେଡିକାଲ କଲେଜର ବରିଷ୍ଠ ଭେଷଜ ବିଭାଗ […]

Read More

କୃଷ୍ଣପ୍ରସାଦ ବ୍ଳକରେ ବାରହା ଆତଙ୍କ

ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): କୃଷ୍ଣପ୍ରସାଦ ବ୍ଲକ୍‌ର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ବାରହା ଆତଙ୍କ ଦେଖା ଦେଇଛି । ବିଶେଷ କରି ଓରା, ଖିରିସାହି, ଦେଉଳପଡ଼ା, ପୁରୁଷୋତ୍ତମପୁର, ମାଲୁଦ, ସାତପଡ଼ା, ବାଲିକୁଦା, ବାସୁଦେବପୁର, ବିକ୍ରମପୁର, ଗଙ୍ଗାଧରପୁର, ଜଗନ୍ନାଥପୁର ପାଟଣା, ମଧୁସୂଦନପୁର, ମୋହନପୁର, ନାରାୟଣପୁର ପାଟଣା, ରଘୁନାଥପୁର, ଅନନ୍ତପୁର, ବ୍ରହ୍ମପୁର, ଗୋପୀନାଥପୁର ଏବଂ ମାର୍କଣ୍ଡପୁର ସମେତ ବହୁ ଅଞ୍ଚଳରେ ରାତିରେ ବାରହାପଲ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ଜଣାପଡ଼ିଛି । ରାତି ହେଲେ ଏହି ବଣୁଆ ଜନ୍ତୁଗୁଡ଼ିକ ଗାଁ ମୁହାଁ […]

Read More

ଦଶରଥପୁର ପୁଲିସ୍ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଦିବସ ପାଳିତ

ଓଡ଼ିଶା ଲିଡ୍ସ(ଦଶରଥପୁର): ଦଶରଥପୁର ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ଦିବସ ପାଳିତ ହୋଇ ଯାଇଛି । ସଡ଼କ ଦୁର୍ଘଟଣାକୁ ରୋକିବା ସହ ସାଧାରଣରେ ଧନ ଜୀବନ ରକ୍ଷା ନିମନ୍ତେ ଲୋକଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କାଟିଆସ୍ଥିତ କୃଷ୍ଣ ପ୍ରଧାନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଡ଼କ ଉପରେ ଅସାବଧାନତା ଓ ଦୃତଗତିରେ ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ନେଇ […]

Read More

ବ୍ରହ୍ମବରଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଓଡ଼ିଶା ଲିଡ୍ସ(ବ୍ରହ୍ମବରଦା): ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶତାଧିକ କୁନିକୁନି ଛାତ୍ରଛାତ୍ରୀ ଶ୍ରୀକୃଷ୍ଣ ଓ ରାଧା ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲେ। ରଙ୍ଗବେରଙ୍ଗ ପୋଷାକ, ମୁକୁଟ, ମୟୂର ପୁଚ୍ଛ ଓ ବଂଶୀଧାରୀ ଛୋଟଛୋଟ ପିଲା ସ୍କୁଲ ପରିବେଶକୁ ଆନନ୍ଦମୟ କରିଥିଲେ । ଏହାକୁ ନେଇ କିଛି ସମୟ ପାଇଁ ବିଦ୍ୟାଳୟରେ ଆଧ୍ୟାତ୍ମିକ […]

Read More

ବନ୍ୟା ପରେ ରାସ୍ତା ମରାମତି କଲେ ଗ୍ରାମବାସୀ

ଓଡ଼ିଶା ଲିଡ୍ସ(ବରୀ): ଚଳିତ ବନ୍ୟାରେ ଅରଙ୍ଗାବାଦ ପଞ୍ଚାୟତ ରଜାପୁର ଗ୍ରାମ୍ୟ ରାସ୍ତା ବନ୍ୟା ପାଣିରେ ବୁଡି ରହିଥିଲା । ଦୀର୍ଘଦିନ ବୁଡି ରହିବା ଫଳରେ ରାସ୍ତା ଖୋଳି ହୋଇ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥିଲା । ଆଜି ଗ୍ରାମବାସୀ ମିଳିତ ହୋଇ ଏହି ରାସ୍ତାକୁ ମରାମତି କରିଛନ୍ତି । ଫଳରେ ରାସ୍ତା ସମସ୍ୟା ଦୂର ହୋଇଛି ।

Read More

ପୋଲରୁ ଖସି ପଡ଼ିଲା କାର, ଗ୍ରାମବାସୀଙ୍କ ଦ୍ବାରା ୬ ଜଣ ଉଦ୍ଧାର

ଓଡ଼ିଶା ଲିଡ୍ସ(ଯାଜପୁର/ବରୀ): ଆଜି ବରୀ ମାଉଣ୍ଡରୁ ଚମ୍ପିତିରା ଯାଉଥିବା ଏକ କାର ରମ୍ପା ପୋଲ ଉପରୁ ଭାରସାମ୍ୟ ହରାଇ ପୋଲ ତଳ ନଦୀ ପାଣିରେ ଖସି ପଡ଼ିଥିଲା । ଏହି ସମୟରେ କାରରେ ୬ ଜଣ ଯାତ୍ରୀ ଥିଲା ବେଳେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ନଦୀରେ ବନ୍ୟା ଜଳ କମ ଥିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହେବା ସମ୍ଭବ ହୋଇଛି ।

Read More

ଓଷ୍ଠାର ପ୍ରାକ୍ତନ ରାଜ୍ୟ ସାଧାରଣ ସମ୍ପାଦକ ପୀତବାସ ବେହୁରିଆଙ୍କ ପରଲୋକ

ଓଡ଼ିଶା ଲିଡ୍ସ(ଦଶରଥପୁର): ଆଜି ଦିନ ଓଷ୍ଠାର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ପୀତବାସ ବେହୁରିଆ (୯୧)ଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶିକ୍ଷକତା ସମୟରେ ତାଙ୍କର ଦୃଢ଼ ନେତୃତ୍ୱ ପାଇଁ ରାଜ୍ୟ ଓଷ୍ଠା ମହାସଙ୍ଘର ସାଧାରଣ ସମ୍ପାଦକ ଭାବେ ଦୀର୍ଘ ଦିନ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଂଗ୍ରାମ କରିଥିଲେ । ସେ ମା ଜୟ ଚଣ୍ଡୀ ଅନୁଷ୍ଠାନର ଆରମ୍ଭ କରିବା ସହିତ ଆଜୀବନ ସମ୍ପାଦକ, ଯାଜପୁର […]

Read More

ସନ୍ଥନ ଛକରେ ଦୁର୍ଘଟଣା, ମହିଳା ଗୁରୁତର

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ-ବରୁଆଁ ରାସ୍ତାର ସନ୍ଥନ ଛକରେ ସ୍କୁଟି ଓ ବାଇକ ମଧ୍ୟରେ ଦୁର୍ଘଟଣା ହେବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ନେଉଳା ଗ୍ରାମର ସରିତା ବେହେରା । ଆଦର୍ଶ ବିଦ୍ୟାଳୟରେ ନିଜ ପିଲାଙ୍କୁ ଛାଡି ଘରକୁ ଫେରୁଥିଲା ବେଳେ ବରୀ ମାଉଣ୍ଡ ବଜାରରୁ ଦୃତ ଗତିରେ ଆସୁଥିବା ଏକ ପଲସର ବାଇକ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ସରିତାଙ୍କ ହାତ, ଗୋଡ଼ ଓ […]

Read More