orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ଜିଲ୍ଲା > ଯାଜପୁର > ଖଣି ଅଞ୍ଚଳରେ ଫୁଟୁଛି ଗୁଳି: ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ

ଖଣି ଅଞ୍ଚଳରେ ଫୁଟୁଛି ଗୁଳି: ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଖଣି ଅଞ୍ଚଳ ଅଶାନ୍ତ ହୋଇ ପଡିଛି । ଖଣି ମାଫିଆଙ୍କ ଆତଙ୍କରାଜରେ ସାଧାରଣ ଜନତା ଭୟରେ ଦିନ କାଟୁଛନ୍ତି । ଖଣି ମାଫିଆ ସକ୍ରିୟ ହୋଇ ପଡ଼ିଥିଲା ବେଳେ ମାଫିଆ ନିଷ୍କ୍ରିୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଖଣି ମାପିଆଙ୍କୁ ପ୍ରତିରୋଧ କଲେ ବନ୍ଧୁକରୁ ଗୁଳି ଫୁଟୁଛି । ବନ୍ଧୁକର ଭୟ ଦେଖାଇ ମାଫିଆ ଖଣିରୁ କୋଟି କୋଟି ଟଙ୍କାର କ୍ରୋମାଇଟ ଲୁଟ କରୁଛନ୍ତି । ମାଫିଆ ଏକ ସିଣ୍ଡିକେଟ ଗଢି ବେଧଡ଼କ ଭାବେ ଖଣି ଅଞ୍ଚଳରୁ କ୍ରୋମାଇଟ ଲୁଟ କରୁଛନ୍ତି । ମାଫିଆ ମାଲେମାଲ ହେଉଥିଲା ବେଳେ ସରକାର ବିପୁଳ ରାଜସ୍ୱ ହରାଉଛନ୍ତି । ହେଲେ ଏ ନେଇ ପୋଲିସ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ହାତ ବାନ୍ଧି ବସିବା ମାଫିଆଙ୍କ ଏଭଳି ଆତଙ୍କରାଜକୁ ଅଧିକ ପ୍ରୋତ୍ସାହିତ କରୁଛି । ଗତ କାଲି ରାତିରେ ଏଭଳି ଘଟଣା ଘଟିଛି କାଳିଆପାଣି ଖଣି ଅଞ୍ଚଳରେ । ଚର୍ଚ୍ଚା ଅନୁଯାୟୀ ରାତିରେ ଏକ ଖଣିରୁ ମାଫିଆ କ୍ରୋମାଇଟ ଲୁଟ କରୁଥିଲା ବେଳେ କିଛି ସୁରକ୍ଷା କର୍ମୀ ଏହାର ବିରୋଧ କରିବାରୁ ମାଫିଆ ମାନେ ବନ୍ଧୁକରୁ ଗୁଳି ଫୁଟାଇ ସୁରକ୍ଷାକର୍ମୀଙ୍କୁ ଭୟଭୀତ କରିଥିଲେ । ଗୁଳି ଫୁଟିବାରୁ ସୁରକ୍ଷା କର୍ମୀ ସେଠାରୁ ଜୀବନ ବିକଳରେ ପଳାଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠେ ଏହି ମାଫିଆଙ୍କ ସୁରକ୍ଷା କବଚ କିଏ ? କାହା ସୁରକ୍ଷା ବଳୟରେ ରହି ମାଫିଆ କୋଟି କୋଟି ଟଙ୍କାର କ୍ରୋମାଇଟ ଲୁଟ କରୁଛନ୍ତି । କ୍ରୋମାଇଟ ଚୋରିରୁ ମିଳୁଥିବା ବିପୁଳ ଅର୍ଥର ସିଂହ ଭାଗ କାହା ନିକଟକୁ ଯାଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଥିଲା ବେଳେ ସରକାର ଏ ନେଇ ପଦକ୍ଷେପ ନେବେ ନା ନିରବ ରହିବେ ତାହା ଏବେ ଖଣି ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Leave a comment

Your email address will not be published. Required fields are marked *