ଓଡ଼ିଶା ଲିଡ୍ସ(ଯାଜପୁର): ଦାନଗଦୀ ବ୍ଲକ ନଡ଼ିଆଭଙ୍ଗା ପଞ୍ଚାୟତର ବାଉଁଶନଳୀ ଠାରେ ଥିବା ଚର୍ଚ୍ଚର ୪ର୍ଥ ବାର୍ଷିକ ଯୁବ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେଠାରେ ଇଂ ଘଡାଇ କୁନି କୁନି ପିଲାମାନଙ୍କ ସହିତ ଦୀର୍ଘ ସମୟ ଧରି ସମୟ ବିତାଇ ଉତ୍ସାହିତ କରିଛନ୍ତି ।
