ଓଡିଶା ଲିଡ୍ସ(ବ୍ୟୁରୋ): ଜଣେ ବିଦେଶିନୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ଆଙ୍କି ବିବାଦରେ ଫସିଥିବା ଭୁବନେଶ୍ୱରର ଏକ ଟାଟୁ ଦୋକାନର ମାଲିକ ଓ କର୍ମଚାରୀଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ । ଏହି ଘଟଣା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ।
