ଓଡ଼ିଆ ଲିଡ୍ସ(ବ୍ୟୁରୋ): ପୂର୍ବତନ ପ୍ରଶାସକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କର ଗତକାଲି ରାତି ୩ଟା ସମୟରେ ତାଙ୍କ ଭବନେଶ୍ୱର ସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି । ସେ ବହୁବାର ଭୋଗରାଇର ବିଧାୟକ ରହିବା ସହିତ ରାଜ୍ୟ ସରକାରଙ୍କ ଶିଳ୍ପ ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ଦେହାନ୍ତ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
