ଓଡ଼ିଶା ଲିଡ୍ସ(ଯାଜପୁର): ବ୍ରାହ୍ମଣୀ ଓ ତାର ଶାଖା ନଦୀରେ ବନ୍ୟା ଆସିବାରୁ ବରୀ ବ୍ଳକର ବିଭିନ୍ନ ଚାଷ ଜମି ଜଳାର୍ଣ୍ଣବ ହୋଇ ଯାଇଛି । ବ୍ରାହ୍ମଣୀ ଓ ନୂଆ ନଈରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଚାଷ ଜମି ଗୁଡିକ ବୁଡି ରହିଛି । ଏହାକୁ ନେଇ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି ।