orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ଜିଲ୍ଲା > ଯାଜପୁର > ବହିରାଗତ କର୍ମଚାରୀ ଓ ଶ୍ରମିକ ନୁହେଁ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ପ୍ରାଧାନ୍ୟ ଦିଅ: ଇଂ ପ୍ରୀତିରଞ୍ଜନଜୋର୍‌ ଧରିଲା ଛଟେଇ ଶ୍ରମିକ ଓ ଯୁବବର୍ଗଙ୍କୁ ନିଯୁକ୍ତି ଦାବିସବୁ ଖଣି କର୍ତ୍ତୃପକ୍ଷଙ୍କୁ ପୂର୍ବତନ ମନ୍ତ୍ରୀଙ୍କ ଚିଠିଦାବି ପୂରଣ ନହେଲେ ଶ୍ରମିକ ସଂଘର ଆନ୍ଦୋଳନ ଚେତାବନୀ

ବହିରାଗତ କର୍ମଚାରୀ ଓ ଶ୍ରମିକ ନୁହେଁ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ପ୍ରାଧାନ୍ୟ ଦିଅ: ଇଂ ପ୍ରୀତିରଞ୍ଜନଜୋର୍‌ ଧରିଲା ଛଟେଇ ଶ୍ରମିକ ଓ ଯୁବବର୍ଗଙ୍କୁ ନିଯୁକ୍ତି ଦାବିସବୁ ଖଣି କର୍ତ୍ତୃପକ୍ଷଙ୍କୁ ପୂର୍ବତନ ମନ୍ତ୍ରୀଙ୍କ ଚିଠିଦାବି ପୂରଣ ନହେଲେ ଶ୍ରମିକ ସଂଘର ଆନ୍ଦୋଳନ ଚେତାବନୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ସବୁ କ୍ରିୟାଶୀଳ ଖଣିରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପାତର ଅନ୍ତର ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଓ ସୁକିନ୍ଦା ଅଞ୍ଚଳର ଯୁବକ ମାନଙ୍କୁ ନିଯୁକ୍ତି ନଦେଇ ଖଣି ମାଲିକ ବାହାର ଯୁବକଙ୍କୁ ନିଯୁକ୍ତି ଦେଉଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳ ଯୁବକଙ୍କ ପ୍ରତି ଘୋର ଅନ୍ୟାୟ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ନ୍ୟାର୍ଯ୍ୟ ଅଧିକାର ଓ ଖଣିରୁ ବହିରାଗତ କର୍ମଚାରୀ ଓ ଶ୍ରମିକଙ୍କ ବହିଷ୍କାର ଦାବିକରି ସବୁ ଖଣି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘର ସଭାପତି ତଥା ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଓଡ଼ିଶା ଖଣି ନିଗମ, ଇମ୍ଫା, ବାଲେଶ୍ବର ଆଲଏଜ୍, ଜିନ୍ଦଲ ଷ୍ଟେନଲେସ୍, ବେଦାନ୍ତ-ଫେକର ଓ ଟାଟା ଷ୍ଟିଲର ମୁଖ୍ୟ ପଦାଧିକାରୀଙ୍କୁ ତାଙ୍କ ପତ୍ର ସଂଖ୍ୟା ୨୪୦୨/ଏସ୍‌ଆରସିକେଏମ୍‌ସ୍‌/୧୩-୧୦-୨୦୨୫ ଆଧ‌ାରରେ ପୃଥକ ଚିଠି ଲେଖି ସ୍ଥାନୀୟ ଛଟେଇ ଶ୍ରମିକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଯୋଗ୍ୟ ଯୁବକ ମାନଙ୍କୁ ଖଣିରେ ନିଯୁକ୍ତି ଦାବି ଦୋହରାଇଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଆଗାମୀ ଦିଗରେ ଶ୍ରମିକସଂଘ ପକ୍ଷରୁ ସଂପୃକ୍ତ ଖଣି ସମ୍ମୁଖରେ ବଡ଼ ଧରଣର ଗଣ ଆନ୍ଦୋଳନ ପାଇଁ ମଧ୍ୟ ସେ ଚେତାବନୀ ଦେଇଛନ୍ତି।

ସରକାର ପରିବର୍ତ୍ତନ ପରେ ଗତ ୧୬ ମାସ ମଧ୍ୟରେ ପ୍ରାୟ ସବୁ ଖଣିରେ ଖଣି କର୍ତ୍ତୃପକ୍ଷ ଓ ବଡ଼ବଡ଼ ଠିକା ସଂସ୍ଥା‌ରେ ବହିରାଗତ କର୍ମଚାରୀ ଓ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ସ୍ଥାନୀୟ ଯୁବକଙ୍କ ନିଯୁକ୍ତିରେ ଉଦ୍‌ବେଗଜନକ ହ୍ରାସ ହୋଇ ଚାଲିଛି । ଏହାକୁ ଅ‌ଯୌକ୍ତିକ, ବେଆଇନ ଏବଂ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପ୍ରତି ଅନ୍ୟାୟ ଓ ଉପହାସ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇ ଅଭିହିତ କରିଛନ୍ତି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଓ ଖଣିଅଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟାରେ ଉଚ୍ଚକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ବର୍ଗର ଆଶାୟୀ ଯୁବକଯୁବତୀ ବେକାର ରହିଥିବା ସ୍ଥଳେ ଖଣିରେ ସେମାନଙ୍କ ନିଯୁକ୍ତି ଦାବିକୁ ଅଣଦେଖା କରାଯାଉଛି।

ଖଣି ଖନନ ଓ କ୍ରୋମ୍‌ ପରିବହନ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ, ବିଭିନ୍ନ ସ୍ବ‌ାସ୍ଥ୍ୟଗତ ସମସ୍ୟ‌ା, କୃଷିକ୍ଷେତ୍ରରେ ଫସଲହାନୀ, ଦରଦାମ ବୃଦ୍ଧି, ଗମନାଗମନରେ ଗୁରୁତର ସମସ୍ୟା ଭଳି ବହୁବିଧ ସମସ୍ୟା‌ରେ ଖଣିଅଞ୍ଚଳବାସୀ ଜର୍ଜରିତ ହେଉଛନ୍ତି। ବାସହରା ଓ ଜମିହରା ଅଞ୍ଚଳବାସୀଙ୍କ ତ୍ୟାଗ ଏବଂ ବିଭିନ୍ନ ପଲ୍ଲୀସଭା ଓ ଜନ ଶୁଣାଣିରେ ଅକୁଣ୍ଠ ସମର୍ଥନ ପାଇଁ ସୁରୁଖୁରୁରେ ଖଣିକାର୍ଯ୍ୟ କରିଆସୁଥିବା ଖଣି କର୍ତ୍ତୃପକ୍ଷମାନେ ଏବେ ନିଯୁକ୍ତି କ୍ଷେତ୍ରରେ ଅଞ୍ଚଳବାସୀଙ୍କୁ ଯୋଜନାବଦ୍ଧ ଭାବେ ପ୍ରତାରିତ କରୁଥିବା ଉଲ୍ଲେଖ କରି ଖଣି କର୍ତ୍ତୃପକ୍ଷଙ୍କ ଏତାଦୃଶ ଆଭିମୁଖ୍ୟକୁ ଇଂ ଘଡ଼ାଇ ତୀବ୍ର ବିରୋଧ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ରଖି କମ୍ପାନି ଓ ଠିକାଦାରମାନେ ଅଞ୍ଚଳବାସୀଙ୍କୁ ଉପେକ୍ଷା କରୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦ ସ୍ବରୂପ ଏବେ ଖଣିଅଞ୍ଚଳବାସୀଙ୍କ ମଧ୍ୟରେ ଦୁଃଖ ଓ କ୍ରୋଧ ଜାଗ୍ରତ ହୋଇ ଉଗ୍ରରୂପ ନେବାକୁ ଯାଉଥିବା ସେ ଚେତାଇ ଦେଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଗାମୀ ଏକ ମାସ ମଧ୍ୟରେ ଖଣିରେ ନିୟୋଜିତ ବାହାର ଅଞ୍ଚଳର କର୍ମଚାରୀ ଓ ଶ୍ରମିକଙ୍କୁ ତୁରନ୍ତ ବହିଷ୍କାର କରି ସେହି ସ୍ଥାନରେ ସୁକିନ୍ଦାର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରୀ ଘଡ଼ାଇ ଦୃଢ଼ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *