ଓଡ଼ିଶା ଲିଡ୍ସ(ଯାଜପୁର): ବେପରୁଆ ଗାଡି ଚାଳନା ଫଳରେ ଗାଡି ଉପରୁ ନିୟନ୍ତ୍ରଣ ହରାଇଛନ୍ତି ଚାଳକ । ଫଳରେ ଗାଡିଟି ପାଟ ଭିତରକୁ ଓଲଟି ପଡିଛି । ଜାରକା ଶାନ୍ତି ବଜାରରୁ ଅବଦନ ରାସ୍ତାର ସେବତିପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଅଳ୍ପକେ ଡ୍ରାଇଭର ବର୍ତ୍ତି ଯାଇଛନ୍ତି ।