ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଟାଉନ ମହାବୀର ନଗର ସ୍ଥିତ ମହାବୀର ମନ୍ଦିରର ନବମ ବାର୍ଷିକ ଉତ୍ସବ ଆସନ୍ତା ମଙ୍ଗଳବାର ଦିନ ପାଳିତ ହେବ । ବାର୍ଷିକ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି । ମନ୍ଦିର ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।