orissaleads

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

Blog Post

orissaleads > ରାଜ୍ୟ > ଯାଜପୁର ଜିଲ୍ଲାରେ ନିଶା କାରବାର ସହିତ ଦେହ ବ୍ୟବସାୟ ବୃଦ୍ଧି, ପୋଲିସ ନିରବ

ଯାଜପୁର ଜିଲ୍ଲାରେ ନିଶା କାରବାର ସହିତ ଦେହ ବ୍ୟବସାୟ ବୃଦ୍ଧି, ପୋଲିସ ନିରବ

ଓଡ଼ିଶା ଲିଡ୍ସ(ଯାଜପୁର): ପୋଲିସ କାର୍ଯ୍ୟାନୁଷ୍ଠାନ ନଥିବାରୁ ଯାଜପୁର ଜିଲ୍ଲାରେ ଦିନକୁ ଦିନ ଅନୈତିକ କାର୍ଯ୍ୟ ବୃଦ୍ଧି ପାଉଛି । ଯାହା ଜିଲ୍ଲାକୁ ନିନ୍ଦିତ କରୁଥିଲା ବେଳେ ଯୁବ ଗୋଷ୍ଠି ବିପଥଗାମୀ ହେଉଛନ୍ତି । କୋଲକାତା ରୁ ପୁରୀ ପର୍ଯ୍ୟନ୍ତ ଲମ୍ବିଥିବା ନିଶା କରିଡର ମଧ୍ୟ ସ୍ଥଳରେ ଯାଜପୁର ଜିଲ୍ଲା ରହିଛି । ରେଳପଥ ଓ ସଡ଼କ ପଥ ଦେଇ ନିଶା ଦ୍ରବ୍ୟ ଚୋରା ଚାଲାଣ ହେଉଥିଲା ବେଳେ ଚୋରା ଗଞ୍ଜେଇ ଓ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା ଦ୍ରବ୍ୟ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲା ମେଲା ଭାବେ ବିକ୍ରି ହେଉଛି । ପ୍ରଥମେ ଏହା ସହରାଞ୍ଚଳରେ ବ୍ୟାପକ ଭାବେ ବିକ୍ରି ହେଉଥିଲା ବେଳେ ଏବେ ଗ୍ରାମାଞ୍ଚଳରେ ପହଞ୍ଚି ସାରିଲାଣି । ନିଶା ବେପାରୀ ନିଜ ବ୍ୟବସାୟର ଜାଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଛାଇ ସାରିଲେଣି । ଯୁବ ଗୋଷ୍ଠି ଏବେ ବିଭିନ୍ନ ମାରାତ୍ମକ ନିଶାର ଶିକାର ହୋଇ ସାରିଲେଣି । ଦିନକୁ ଦିନ ଏହି ଜାଲରେ ଅଧିକରୁ ଅଧିକ ଯୁବକ ଧରା ପଡୁଛନ୍ତି । ବିଶେଷ କରି ଛାତ୍ର ମାନଙ୍କୁ ଟାର୍ଗେଟ କରୁଛନ୍ତି ନିଶା ବେପାରୀ । ଆଉ ଥରେ ଏହି ଜାଲରେ ପଡିଲେ ସେଥିରୁ ବାହାରିବାର ବାଟ ପାଉ ନାହାଁନ୍ତି ଏହି ଛାତ୍ର ମାନେ । ବିଭିନ୍ନ ଦୋକାନ ମାନଙ୍କରେ ଗଞ୍ଜେଇ, ଗଞ୍ଜେଇ ଯୁକ୍ତ ସିଗାରେଟ ଖୋଲା ମେଲାରେ ବିକ୍ରି ହେଉଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ରାଉନ ସୁଗାର ମଧ୍ୟ ବିକ୍ରି ହେଉଛି । ଛାତ୍ର ଓ ଯୁବକ ଏହାକୁ ଅନ୍ୟାୟସରେ ନେଇ ସେବନ କରୁଛନ୍ତି । ହେଲେ ଏ ନେଇ ପୋଲିସ ଓ ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜି ଆଖି ବୁଜି ଦେଇଥିବାର ଅଭିଯୋଗ କରୁଛନ୍ତି ବୁଦ୍ଧିଜୀବି । ନିଶା କବଳରେ ପଡି ଛାତ୍ର ଓ ଯୁବକ ବାଟ ହୁଡୁଥିଲା ବେଳେ ନିଶା ବେପାରୀ କିନ୍ତୁ ମାଲେମାଲ ହେଉଛନ୍ତି । ଆଉ ଏହି ବ୍ୟବସାୟରୁ ହେଉଥିବା ଲାଭର ସିଂହଭାଗ ପୋଲିସ ଓ ଅବକାରୀ ବିଭାଗର ପକେଟକୁ ଯାଉଥିବାରୁ ଉଭୟ ବିଭାଗ ଚୁପ ରହୁଥିବା ଅଭିଯୋଗ ହେଉଛି ।

ନିଶା ବ୍ୟବସାୟ ପରେ ଏବେ ଜିଲ୍ଲାରେ କାୟା ମେଳାଇଛି ଦେହ ବ୍ୟବସାୟ । ବିଭିନ୍ନ ହୋଟେଲ, ଲଜ ଓ ମଣ୍ଡପ ଗୁଡିକରେ ଦେହ ବ୍ୟବସାୟ ଖୋଲା ମେଲାରେ ଚାଲିଛି। ବିଶେଷ କରି ମଣ୍ଡପ ଗୁଡିକରେ ରହିଥିବା ଲଜ ଗୁଡିକ ଦେହ ବ୍ୟବସାୟର ପେଣ୍ଠସ୍ଥଳ ସାଜିଛି । ଯୁବକ ଯୁବତୀ ମାନେ ଏଠାରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ବିଶେଷ କରି ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଯୁବତୀ ଓ ମହିଳା ଆସି ଦେହ ବ୍ୟବସାୟ କରୁଛନ୍ତି । ଏବେ ରାଜ୍ୟ ବାହାରୁ ମଧ୍ୟ ଯୁବତୀ ଓ ମହିଳା ଆସି ଏହି ବ୍ୟବସାୟରେ ସାମିଲ ହେଉଥିବା ଚର୍ଚ୍ଚା ହେଉଛି । ଆଉ ଜିଲ୍ଲାର ଯୁବକ ଓ ମଧ୍ୟ ବୟସ୍କ ଏମାନଙ୍କର ପ୍ରମୁଖ ଗରାଖ ସାଜିଛନ୍ତି । ହୋଟେଲ ଓ ଲଜ ଗୁଡିକ ପ୍ରଭାବଶାଳୀ ବ୍ୟକ୍ତିଙ୍କର ହୋଇଥିବାରୁ ପୋଲିସ ଏହା ଉପରେ ନଜର ଦେଉନଥିବା ଅଭିଯୋଗ ହୋଇଛି । ଏହା ବ୍ୟତିତ ବିଭିନ୍ନ ଥାନା ଅଧିନରେ ଥିବା ହୋଟେଲ ଓ ଲଜ ଗୁଡିକରୁ ପୋଲିସ ମାସିକିଆ ଚାନ୍ଦା ନେଉଥିବା ମଧ୍ୟ ଆଲୋଚନା ହେଉଛି । ଦୁଇଟି କାରଣ ପାଇଁ ପୋଲିସ ନିରବ ବସିବା ଜିଲ୍ଲାରେ ଦେହ ବ୍ୟବସାୟ ସଂପ୍ରସାରଣର ପ୍ରମୁଖ କାରଣ ହୋଇଥିଲା ବେଳେ ଏହା ଐତିହାସିକ, ସାଂସ୍କୃତିକ ଜିଲ୍ଲା ଯାଜପୁର ସୁନାମରେ ଆଞ୍ଚ ଆଣି ସାରିଛି । ଏ ନେଇ ପୋଲିସ ବିନା ଚାପରେ ଦୃଢ଼ ପଦକ୍ଷେପ ନେବା ଜରୁରୀ ହୋଇଛି ।

Leave a comment

Your email address will not be published. Required fields are marked *