ଓଡ଼ିଶା ଲିଡ୍ସ(ବ୍ୟୁରୋ): ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟିଛି । ବିଧାୟକ ମାନଙ୍କ ନିଲମ୍ବନ ଅଗଣତାନ୍ତ୍ରିକ ବୋଲି କହି କଂଗ୍ରେସ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି । ଆଲୋଚନା ସମୟରେ ରାଜ୍ୟରେ ମହିଳା କମିଶନ ପଦ ଦୀର୍ଘ ଦିନ ହେଲା ଖାଲି ପଡିଥିବା ମଧ୍ୟ ଅଭିଯୋଗ କରିଥିଲେ ପିସିସି ସଭାପତି ।
