ଓଡ଼ିଶା ଲିଡ୍ସ(ବ୍ୟୁରୋ):ପୁଣି ଇତିହାସ ରଚିଛି ଇସ୍ରୋ । ବ୍ଲୁ ବର୍ଡ ବ୍ଲକ-୨ ରକେଟର ସଫଳ ଉତ୍କ୍ଷେପଣ କରିଛି ଇସ୍ରୋ ।ଶ୍ରୀହରିକୋଟାରୁ ଲଞ୍ଚ ହୋଇଛି ଆମେରିକାର ଏହି ଉପଗ୍ରହ । ଇସ୍ରୋ ଲଞ୍ଚ କରିଥିବା ଉପଗୃହ ଗୁଡିକ ମଧ୍ୟରୁ ଏହା ସବୁଠାରୁ ଓଜନିଆ ଉପଗ୍ରହ । ଏହି ଉପଗ୍ରହର ଓଜନ
୬.୧ ଟନ ରହିଛି । ଯୋଗାଯୋଗ କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।




















