ଓଡ଼ିଶା ଲିଡ୍ସ(ଯାଜପୁର): ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବରୀ ବ୍ଲକ ଭଅଁରା ଗ୍ରାମର ସର୍ବପୁରାତନ ଶ୍ରୀ ଶ୍ରୀ ନନ୍ଦଲାଲ ଜୀଉ ମଠରେ ଷୋଡଶଉପଚାର ପୂଜା ଅନୁଷ୍ଠିତ ହେଇଯାଇଛି । ପୂଜା ପାଇଁ ଗ୍ରାମବାସୀ ଏକତ୍ରିତ ହୋଇ ଆଶିର୍ବାଦ କାମନା କରିଥିଲେ । ସନ୍ଧ୍ୟାରେ ନାମ ସଂକ୍ରୀତନ ପାଇଁ ଅଧିବାସ ଅନୁଷ୍ଠିତ ହେଇଥିଲା ।କାର୍ଯ୍ୟକ୍ରମକୁ ଗ୍ରାମବାସୀ ପରିଚାଳନା କରିଥିଲେ l




















