ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ୱର ସାମପୁର ସ୍ଥିତ ଶ୍ରୀ ଅନନ୍ତ ଆଶ୍ରମରେ ହୋଲି ପର୍ବ ପାଳିତ ହୋଇଯାଇଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆଶ୍ରମରେ ପହଞ୍ଚି ବାବା ଅଭିରାମ ସରସ୍ୱତୀଙ୍କୁ ଅଭିର ଓ ରଙ୍ଗ ଦେଇ ହୋଲି ଖେଳିବା ସହିତ ଆଶିର୍ବାଦ କାମନା କରିଥିଲେ । ବାବା ଅଭିରାମ ସରସ୍ୱତୀ ସମସ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିବା ସହିତ ଜଗତର ମଙ୍ଗଳ କାମନା କରିଥିଲେ ।
