ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ୟୁପିଆଇ ଜରିଆରେ ଟଙ୍କା ନେଣ ଦେଣ କରୁଥିଲେ ବ୍ୟବହାରକାରୀ ସତର୍କ ହେବା ଜରୁରୀ । ୟୁପିଆଇ ପେମେଣ୍ଟ ନାଁରେ ବଡ଼ ଠକେଇ ଚାଲିଛି ।ଟାଟୁ ବିବାଦ, ଦୁଇ ଗିରଫ
ଓଡିଶା ଲିଡ୍ସ(ବ୍ୟୁରୋ): ଜଣେ ବିଦେଶିନୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ଆଙ୍କି ବିବାଦରେ ଫସିଥିବା ଭୁବନେଶ୍ୱରର ଏକ ଟାଟୁ ଦୋକାନର ମାଲିକ ଓ କର୍ମଚାରୀଙ୍କୁ ଗିରଫବାଇକ୍ ଚୋରି ଗ୍ୟାଙ୍ଗ୍କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି
ଲିଙ୍ଗରାଜ ଥାନା ପୁଲିସ ଏକ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଗ୍ୟାଙ୍ଗ୍ର ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ୧୨ ଗାଡ଼ି ସହିତ- 1
- 2























