orissaleads

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁରରେ ମନ ମୋହିଲେ ମନମୋହନ

ଯାଜପୁରରେ ମନ ମୋହିଲେ ମନମୋହନ

ଓଡ଼ିଶା ଲିଡ୍ସ(ଯାଜପୁର): କର୍ମୀଙ୍କ ପ୍ରବଳ ଉତ୍ସାହ, ବିଭିନ୍ନ ନାରା ବାଜି, ଦଳୀୟ ପତାକା ମୟ ରାସ୍ତା ଘାଟ ଓ ସଭାମଞ୍ଚ ଏହାରି ଭିତରେ ଆଜି ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସରକାର ପ୍ରମୁଖ ବିନ୍ଧାଣି, ରାଜ୍ୟ ବିଜେପିର ସର୍ବମାନ୍ୟ ତଥା ଲୋକପ୍ରିୟ ନେତା ଓ ସଭାପତି ମନମୋହନ ସାମଲ । ଗସ୍ତ ଅବସରରେ ଜିଲ୍ଲାବାସୀଙ୍କ ମନ ଜିତିଛନ୍ତି ମନମୋହନ । କେବଳ ମନ ଜିତି ନାହାନ୍ତି ନିଜ ଓଜସ୍ୱିନୀ ଭାଷଣରେ ହଜାର ହଜାର କର୍ମୀଙ୍କ ମନରେ ବିଶ୍ୱାସ, ଭରସା ଓ ଉତ୍ସାହ ବି ଭରି ଦେଇଛନ୍ତି । ଏହା ସହିତ ପ୍ରତିଶୃତି ଦେଇଛନ୍ତି ଓଡ଼ିଶା ଯେମିତି ପ୍ରତିଶୃତି ଓ ସମ୍ଭାବନାର ରାଜ୍ୟ ଯାଜପୁର ସେମିତି ସମ୍ଭାବନାର ଜିଲ୍ଲା । ଆଗକୁ ରାଜ୍ୟର ବିକାଶ ସହିତ ଜିଲ୍ଲାର ବିକାଶ ହେବ । ଖଣିଜ ସମ୍ପଦରେ ପରିପୂର୍ଣ୍ଣ, ଜଳ ଉତ୍ସରେ ପରିପୂର୍ଣ୍ଣ ଏହି ଜିଲ୍ଲାର ବିକାଶ ବିଜେପି ସରକାର ସମୟରେ ହେବ । ଯାହା ସ୍ୱାଧୀନତା ପରେ ସମ୍ଭବ ହୋଇ ନାହିଁ ବିଜେପି ସରକାରର ଆଗାମି ୫ ବର୍ଷ ମଧ୍ୟରେ ସମ୍ଭବ ହେବ । ରାଜନୀତିରେ ଗର୍ବ ଅହଂକାର କାହାର ରହି ନାହିଁ । ଭଗବାନ କାହାର ଗର୍ବ ଅହଂକାରକୁ ରଖି ନାହାନ୍ତି । ଯେଉଁ ମାନେ ଲୋକମାନଙ୍କୁ ପୋକ ମାଛି ପରି ବ୍ୟବହାର କରୁଥିଲେ ସେମାନଙ୍କୁ ଲୋକମାନେ ଆଜି ଦୁରେଇ ଦେଇଛନ୍ତି । ରାଜନୀତି ଶ୍ରଦ୍ଧା ଓ ସମ୍ମାନକୁ ନେଇ କରାଯାଏ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶର ବିକାଶ ସହିତ ରାଜ୍ୟର ବିକାଶ ପ୍ରତି ମଧ୍ୟ ପ୍ରତିଶୃତି ବଦ୍ଧ । ଯାଜପୁର ଜିଲ୍ଲା ଗତ ନିର୍ବାଚନରେ ବିଜେପିକୁ ଯେଭଳି ସମର୍ଥନ ଦେଇଛି ଜିଲ୍ଳାବାସୀଙ୍କୁ ଯେତେ ଧନ୍ୟବାଦ ଦେଲେ କମ ହେବ । ଆପଣଙ୍କୁ ଧନ୍ୟବାଦ ଦେବାକୁ ବିଳମ୍ବରେ ଆସିଥିବାରୁ କ୍ଷମା ମାଗୁଛି ବୋଲି କହି ନିଜ ବଡ଼ପଣ ଦେଖାଇଥିଲେ ମନମୋହନ ।

ଆଜି ଧର୍ମଶାଳା ମହୋତ୍ସବ ପଡ଼ିଆରେ ଆୟୋଜିତ ବିଶାଳ ମିଶ୍ରଣ ପର୍ବରେ ଯୋଗଦେଇ ଏହିଭଳି କିଛି ବକ୍ତବ୍ୟ ଦେଇଥିଲେ ରାଜ୍ୟ ବିଜେପିର ମୁରବି ମନମୋହନ ସାମଲ । ଜିଲ୍ଲାର ଦ୍ୱାର ବଡ଼ଚଣା ଠାରେ ପ୍ରଥମେ ତାଙ୍କୁ ସ୍ବାଗତ କରାଯାଇଥିଲା । ସେଠାରୁ ବିଶାଳ କାର ଓ ବାଇକ ରାଲିରେ ଧର୍ମଶାଳା ମହୋତ୍ସବ ପଡ଼ିଆକୁ ପାଛୋଟି ଅଣା ଯାଇଥିଲା । ସଭା ମଞ୍ଚରେ ଜିଲ୍ଲା ସଭାନେତ୍ରୀ ଦେବଜାନୀ ପ୍ରଧାନ, ସାଂସଦ ରବୀନ୍ଦ୍ର ବେହେରା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଜିଲ୍ଲାର ବରିଷ୍ଠ ନେତା ଗୌତମ ରାୟଙ୍କ ସହିତ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । ସଭାରେ ବହୁ ବିଜେଡି ନେତା ଓ କର୍ମୀ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସଭାପତି ଦଳକୁ ସ୍ୱାଗତ କରିଥିଲେ । ଏହା ପରେ ଶ୍ରୀ ସାମଲ କୋରେଇ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ଆଜି ରାତିରେ ବ୍ୟାସନଗର ଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ଥିଲା ବେଳେ ସେଠାରେ ଜିଲ୍ଲାର ସମସ୍ତ ନେତୃବୃନ୍ଦଙ୍କ ସହିତ ଦଳୀୟ ସଂଗଠନ ବିଷୟରେ ଆଲୋଚନା ହେବ ବୋଲି ମଧ୍ୟ ଜଣା ଯାଇଛି । ଆସନ୍ତା କାଲି ମଧ୍ୟ ଯାଜପୁର ଜିଲ୍ଲାର ଅନ୍ୟ କିଛି ନିର୍ବାଚନ ମଣ୍ଡଳୀଙ୍କୁ ଶ୍ରୀ ସାମଲଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ।

Leave a comment

Your email address will not be published. Required fields are marked *