orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ରାଜ୍ୟ > ସୁକିନ୍ଦା ପୋଲିସ ନିରବ: ଥାନା ଅଞ୍ଚଳରେ ଜମୁଛି ଗଞ୍ଜାପଡ଼ା, ଜୁଆ ଆଡ୍ଡା

ସୁକିନ୍ଦା ପୋଲିସ ନିରବ: ଥାନା ଅଞ୍ଚଳରେ ଜମୁଛି ଗଞ୍ଜାପଡ଼ା, ଜୁଆ ଆଡ୍ଡା

ଓଡିଶା ଲିଡ୍ସ(ସୁକିନ୍ଦା): ସୁଳିନ୍ଦା ଥାନା ଅଞ୍ଚଳ ବେଆଇନ କାର୍ଯ୍ୟର ଆଡ୍ଡାସ୍ଥଳୀ ପାଲିଟିଥିଲା ବେଳେ ସୁକିନ୍ଦା ପୋଲିସ ନିରବ ବସିବା ଜନ ସାଧାରଣଙ୍କୁ ଚକିତ କରିଛି । ଥାନା ଅଞ୍ଚଳରେ ଚୋରା ବିଦେଶୀ ଓ ଦେଶୀ ମହୁଲି ମଦ କାରବାର ଠାରୁ ନେଇ ଜୁଆ ଆଡ୍ଡା, ଗଞ୍ଜାପଡ଼ା ଆଦି କାର୍ଯ୍ୟ ବେଧଡ଼କ ଚାଲିଛି । ଏଠି ବଟି ଦେଲେ ସବୁ ସମ୍ଭବ ବୋଲି ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧ ଅଭିଯୋଗ କରିଛନ୍ତି । ସ୍ବତନ୍ତ୍ର ମଧ୍ୟସ୍ଥି ମାଧ୍ୟମରେ ଏହି ବେଆଇନ କାର୍ଯ୍ୟ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ ଚାଲିଛି । ଏହି ଥାନା ଅଞ୍ଚଳରେ ଏକାଧିକ ସ୍ଥାନରେ ଗଞ୍ଜାପଡ଼ା ଓ ଜୁଆ ଆଡ୍ଡା ପସରା ମେଲାଇଲାଣି। ଯାହାକୁ ନେଇ ଅନେକ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ।

କାଳିଆପାଣି, ଟମକା ଓ କଳିଙ୍ଗନଗର ଥାନା ଅଞ୍ଚଳରେ ବସୁଥିବା ସାପ୍ତାହିକ ହାଟ ସଂଲଗ୍ନ ଅଞ୍ଚଳରେ ଗଞ୍ଜାପଡ଼ା ଓ ଜୁଆ ଆଡ୍ଡା ଏବେ ବନ୍ଦ ଥିଲା ବେଳେ ସୁକିନ୍ଦା ଥାନା ଅଞ୍ଚଳର ବାଣ୍ଟିଲୋ ଶାଳ ଜଙ୍ଗଲ, ସଂସାଇଲୋ ପଞ୍ଚାୟତର ସୋରଷିଆପଦା, ପିମ୍ପୁଡ଼ିଆ ପଞ୍ଚାୟତ ହାଟ ନିକଟ, ଚିଲିକିମାଟିଆ ବନ୍ଧ, ଓଳିଆ ପଞ୍ଚାୟତର ସୁକରଣ ଗାଁ ମୁଣ୍ଡ ଆଦି ସ୍ଥାନରେ ବଡ଼ ଧରଣର ଗଞ୍ଜାପଡ଼ା ଓ ନୂଆ ଆଡ୍ଡା ଚାଲୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି । ଗୋବରଘାଟି ବିସ୍ଥାପିତ କଲୋନୀରେ ଚାଲୁଥିବା ବେଆଇନ ଗଞ୍ଜା ପଢା ଓ ଜୁଆ ଆଡ୍ଡାକୁ କଳିଙ୍ଗନଗର ପୁଲିସ ବିଗତ ବର୍ଷ ମାନଙ୍କରେ ବାରମ୍ବାର ଚଢ଼ଉ କରିବା ଫଳରେ ସଂପୃକ୍ତ ମାଫିଆ ମାତ୍ର କେତେ ମିଟର ଡେଇଁ ସୁକିନ୍ଦା ଥାନା ଅଞ୍ଚଳକୁ ପଶି ଆସି ବେଫିକର ଭାବେ ଏହି ବେଆଇନ୍ କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ସମ୍ପୃକ୍ତ ହୋଇ ବହୁ ନିରୀହ ଲୋକ ସର୍ବସ୍ବ ହରାଉଥିଲା ବେଳେ ପୋଲିସ ଏହା ଉପରେ କେବେ ପଦକ୍ଷେପ ନେବ ତାକୁ ଅପେକ୍ଷା ।

Leave a comment

Your email address will not be published. Required fields are marked *