orissaleads

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଟାଟୁ ବିବାଦ, ଦୁଇ ଗିରଫ

ଟାଟୁ ବିବାଦ, ଦୁଇ ଗିରଫ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

Blog Post

orissaleads > ଜୀବନଚର୍ଯ୍ୟା > ସ୍ୱାସ୍ଥ୍ୟ ପାଇଁ ନାଲି ଚାଉଳ : ଚାଉଳରେ ଓଜନ କମାଇବା ସହ ବିଭିନ୍ନ ରୋଗକୁ ନାଶ କରିବାର ରହିଛି ଶକ୍ତି

ସ୍ୱାସ୍ଥ୍ୟ ପାଇଁ ନାଲି ଚାଉଳ : ଚାଉଳରେ ଓଜନ କମାଇବା ସହ ବିଭିନ୍ନ ରୋଗକୁ ନାଶ କରିବାର ରହିଛି ଶକ୍ତି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ବର୍ଷର ପ୍ରମୁଖ ଖାଦ୍ୟ ହେଲା ଭାତ । ଦିନ ହେଉ ଅବା ରାତି ସମସ୍ତଙ୍କ ଖାଇବା ଥାଳିରେ ଭାତ ପରସାଯାଏ । ଆଜି ସମୟରେ ମଧୁମେହ ରୋଗୀ ଭାତ ଖାଇବାକୁ ଡାକ୍ତର ବାରଣ କରିଛନ୍ତି । ହେଲେ ସର୍ବାଧିକ ଲୋକ ଭାତ ଖାଇବାକୁ ପସନ୍ଦ କରନ୍ତି । ଭାତ ଖାଇବାକୁ ଭଲ ପାଉଥିବା ଦେଶ ହେଉଛି ଭାରତ । ଭାରତରେ ବିଭିନ୍ନ ପ୍ରକାର ଚାଉଳ ଉପଲବ୍ଧ । ବିଭିନ୍ନ ପ୍ରକାର ଚାଉଳ ମଧ୍ୟରୁ ନାଲି ଚାଉଳ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି ପ୍ରମାଣିତ ହୋଇଛି । ଅନ୍ୟ ଚାଉଳରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥିବା ବେଳେ ନାଲି ଚାଉଳରେ ଫାଇବର, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟସର ପ୍ରଚୁର ମାତ୍ରା ମହଜୁଦ ଥିବା ପରୀକ୍ଷାରୁ ଜଣାଯାଇଛି । ହୃଦ ଜନିତ ରୋଗରୁ ଆରମ୍ଭ କରି ମଧୁମେହ ଭଳି ଅନେକ ରୋଗକୁ ଅଟକାଇବାର ଶକ୍ତି ନାଲି ଚାଉଳରେ ରହିଛି । ନାଲି ଚାଉଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ବିଭିନ୍ନ ଆଣ୍ଟିଅକ୍ସିଡେଣ୍ଟସର ମାତ୍ରା ନାଲି ଚାଉଳରେ ଥାଏ ଯାହା ବିଭିନ୍ନ ରୋଗକୁ ପ୍ରତିରୋଧ କରିଥାଏ ।ଗବେଷଣା ଜଣା ଯାଇଛି ଯେ ଏହି ସବୁ ତତ୍ତ୍ବ କୋଶିକାରୁ ଫ୍ରି ରେଡିକଲ୍ସକୁ ବାହାର କରି ଅକ୍ସିଡେଟିଭ୍ ଷ୍ଟ୍ରେସ୍ କମ୍ କରେ ନାଲି ଚାଉଳ । ଏହାକୁ ବ୍ୟବହାର କରିବା ଦ୍ବାରା କ୍ୟାନ୍ସର ସମେତ ହୃଦରୋଗ, ମଧୁମେହ ଭଳି ରୋଗର ଆଶଙ୍କା କମ ହୋଇଥାଏ । ନାଲି ଚାଉଳ ଶରୀରରେ ଇନଫ୍ଲାମେସନକୁ କମ୍ କରିଥାଏ । ଇନଫ୍ଲାମେସନ୍ କାରଣରୁ କୋଷିକାରେ ସମସ୍ୟା ଦେଖିବାକୁ ମିଳେ ଯାହା କ୍ୟାନ୍ସର, ଆଣ୍ଠୁଗଣ୍ଠି ବ୍ୟଥା ଭଳି ଅନେକ ସମସ୍ୟାକୁ ଜନ୍ମ ଦେଇପାରେ । ଏଭଳି ସ୍ଥିତିରେ ଯଦି ଆପଣ ନିୟମିତ ନାଲି ଚାଉଳ ଖାଉଛନ୍ତି ତେବେ ଏଭଳି ଘାତକ ରୋଗରୁ ଆପଣ ମୁକ୍ତି ପାଇପାରିବେ । ନାଲି ଚାଉଳରେ ମଧ୍ୟ ମ୍ୟାଗ୍ନେସିୟମର ମାତ୍ରା ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶ୍ବାସ ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ଦିଏ । ସେଥିପାଇଁ ଡାକ୍ତର ଆସ୍ଥମା ରୋଗୀଙ୍କୁ ନାଲି ଚାଉଳ ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏହା ତ୍ବଚା ପାଇଁ ମଧ୍ୟ ବରଦାନ ଭଳି କାର୍ଯ୍ୟ କରେ । ସମୟ ପୂର୍ବରୁ ତ୍ବଚାରେ ଦେଖାଯାଉଥିବା କୁଞ୍ଚନକୁ ନାଲି ଚାଉଳ ମଧ୍ୟ ଦୂର କରେ । ଓଜନ କମ କରାଇବାରେ ମଧ୍ୟ ନାଲି ଚାଉଳ ଅଧିକ ପ୍ରଭାବିଶାଳୀ ବୋଲି ପ୍ରମାଣିତ ହୋଇଛି ।

Leave a comment

Your email address will not be published. Required fields are marked *