orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ଜୀବନଚର୍ଯ୍ୟା > ସ୍ୱାସ୍ଥ୍ୟ ପାଇଁ ନାଲି ଚାଉଳ : ଚାଉଳରେ ଓଜନ କମାଇବା ସହ ବିଭିନ୍ନ ରୋଗକୁ ନାଶ କରିବାର ରହିଛି ଶକ୍ତି

ସ୍ୱାସ୍ଥ୍ୟ ପାଇଁ ନାଲି ଚାଉଳ : ଚାଉଳରେ ଓଜନ କମାଇବା ସହ ବିଭିନ୍ନ ରୋଗକୁ ନାଶ କରିବାର ରହିଛି ଶକ୍ତି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ବର୍ଷର ପ୍ରମୁଖ ଖାଦ୍ୟ ହେଲା ଭାତ । ଦିନ ହେଉ ଅବା ରାତି ସମସ୍ତଙ୍କ ଖାଇବା ଥାଳିରେ ଭାତ ପରସାଯାଏ । ଆଜି ସମୟରେ ମଧୁମେହ ରୋଗୀ ଭାତ ଖାଇବାକୁ ଡାକ୍ତର ବାରଣ କରିଛନ୍ତି । ହେଲେ ସର୍ବାଧିକ ଲୋକ ଭାତ ଖାଇବାକୁ ପସନ୍ଦ କରନ୍ତି । ଭାତ ଖାଇବାକୁ ଭଲ ପାଉଥିବା ଦେଶ ହେଉଛି ଭାରତ । ଭାରତରେ ବିଭିନ୍ନ ପ୍ରକାର ଚାଉଳ ଉପଲବ୍ଧ । ବିଭିନ୍ନ ପ୍ରକାର ଚାଉଳ ମଧ୍ୟରୁ ନାଲି ଚାଉଳ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି ପ୍ରମାଣିତ ହୋଇଛି । ଅନ୍ୟ ଚାଉଳରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥିବା ବେଳେ ନାଲି ଚାଉଳରେ ଫାଇବର, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟସର ପ୍ରଚୁର ମାତ୍ରା ମହଜୁଦ ଥିବା ପରୀକ୍ଷାରୁ ଜଣାଯାଇଛି । ହୃଦ ଜନିତ ରୋଗରୁ ଆରମ୍ଭ କରି ମଧୁମେହ ଭଳି ଅନେକ ରୋଗକୁ ଅଟକାଇବାର ଶକ୍ତି ନାଲି ଚାଉଳରେ ରହିଛି । ନାଲି ଚାଉଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ବିଭିନ୍ନ ଆଣ୍ଟିଅକ୍ସିଡେଣ୍ଟସର ମାତ୍ରା ନାଲି ଚାଉଳରେ ଥାଏ ଯାହା ବିଭିନ୍ନ ରୋଗକୁ ପ୍ରତିରୋଧ କରିଥାଏ ।ଗବେଷଣା ଜଣା ଯାଇଛି ଯେ ଏହି ସବୁ ତତ୍ତ୍ବ କୋଶିକାରୁ ଫ୍ରି ରେଡିକଲ୍ସକୁ ବାହାର କରି ଅକ୍ସିଡେଟିଭ୍ ଷ୍ଟ୍ରେସ୍ କମ୍ କରେ ନାଲି ଚାଉଳ । ଏହାକୁ ବ୍ୟବହାର କରିବା ଦ୍ବାରା କ୍ୟାନ୍ସର ସମେତ ହୃଦରୋଗ, ମଧୁମେହ ଭଳି ରୋଗର ଆଶଙ୍କା କମ ହୋଇଥାଏ । ନାଲି ଚାଉଳ ଶରୀରରେ ଇନଫ୍ଲାମେସନକୁ କମ୍ କରିଥାଏ । ଇନଫ୍ଲାମେସନ୍ କାରଣରୁ କୋଷିକାରେ ସମସ୍ୟା ଦେଖିବାକୁ ମିଳେ ଯାହା କ୍ୟାନ୍ସର, ଆଣ୍ଠୁଗଣ୍ଠି ବ୍ୟଥା ଭଳି ଅନେକ ସମସ୍ୟାକୁ ଜନ୍ମ ଦେଇପାରେ । ଏଭଳି ସ୍ଥିତିରେ ଯଦି ଆପଣ ନିୟମିତ ନାଲି ଚାଉଳ ଖାଉଛନ୍ତି ତେବେ ଏଭଳି ଘାତକ ରୋଗରୁ ଆପଣ ମୁକ୍ତି ପାଇପାରିବେ । ନାଲି ଚାଉଳରେ ମଧ୍ୟ ମ୍ୟାଗ୍ନେସିୟମର ମାତ୍ରା ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶ୍ବାସ ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ଦିଏ । ସେଥିପାଇଁ ଡାକ୍ତର ଆସ୍ଥମା ରୋଗୀଙ୍କୁ ନାଲି ଚାଉଳ ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏହା ତ୍ବଚା ପାଇଁ ମଧ୍ୟ ବରଦାନ ଭଳି କାର୍ଯ୍ୟ କରେ । ସମୟ ପୂର୍ବରୁ ତ୍ବଚାରେ ଦେଖାଯାଉଥିବା କୁଞ୍ଚନକୁ ନାଲି ଚାଉଳ ମଧ୍ୟ ଦୂର କରେ । ଓଜନ କମ କରାଇବାରେ ମଧ୍ୟ ନାଲି ଚାଉଳ ଅଧିକ ପ୍ରଭାବିଶାଳୀ ବୋଲି ପ୍ରମାଣିତ ହୋଇଛି ।

Leave a comment

Your email address will not be published. Required fields are marked *