୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୭ ମାସ ମଧ୍ୟରେ ଆମେରିକା ୧୭ ଶହରୁ ଉର୍ଦ୍ଧ୍ଵ ଭାରତୀୟ ନାଗରିକଙ୍କୁ ତା ଦେଶରୁ ବିଦା କରିଛି । ଏ ମାନଙ୍କ ମଧ୍ୟରେଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନ୍ ଉପରେ ଆମେରିକା ବୋମା ମାଡ଼ କରିଛି । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଥିଲା ବେଳେ ଏଥିରେ ମୁଣ୍ଡ ପୁରାଇଛି ଆମେରିକା । ଇରାନରଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇସ୍ରାଏଲ-ଇରାନ ସଂଘର୍ଷରେ ଆମେରିକା ଇରାନକୁ ନିଃସର୍ତ୍ତ ଆତ୍ମ ସମର୍ପଣ କରିବାକୁ ଧମକ ଦେଇଥିଲା, ନହେଲେ ପରିଣାମ ଭୟଙ୍କର ହେବ ବୋଲି ତାଗିଦ ମଧ୍ୟ କରିଥିଲା।ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନ୍ ଉପରେ ଇସ୍ରାଏଲ୍ର ବଡ଼ ଧରଣର ଆକ୍ରମଣ କରିଛି । ଇରାନର ରାଜଧାନୀ ତେହେରାନ ନିକଟବର୍ତ୍ତୀ ଅଞ୍ଚଳରେ ଏହି ସାମରିକ ଆକ୍ରମଣ କରିଛି ଇସ୍ରାଏଲ୍ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ
ଓଡ଼ିଶା ଲିଡ୍ସ(ବ୍ୟୁରୋ):ଆସନ୍ତା ସପ୍ତାହରେ ଆମେରିକାର ଏକ ପ୍ରତିନିଧି ଦଳ ଭାରତ ସହିତ ବାଣିଜ୍ୟ ବିଷୟରେ ଆଲୋଚନା ପାଇଁ ଆସୁଛନ୍ତି। ଆଲୋଚନା ପୂର୍ବରୁ ଭାରତକୁ ଚାପରେ ରଖିବା ଲାଗିପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ମାତ୍ର ୩ ଘଣ୍ଟା ତିଷ୍ଠିବା ପରେ ଭାଙ୍ଗିଯାଇଛି । ପାକିସ୍ତାନ ଭାରତ ଉପରେ ଡ୍ରୋନ ଆକ୍ରମଣଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରି ଦୁର୍ବଳ ପାକିସ୍ତାନ ଏବେ ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ବଢିଛି । ଯୁଦ୍ଧକରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା
ଓଡ଼ିଶା ଲିଡ୍ସ(ବ୍ୟୁରୋ):୧୯୭୧ ମସିହା ପରେ ଭାରତ ପାକିସ୍ତାନର ବାଣିଜ୍ୟିକ ବନ୍ଦର କରାଚି ବନ୍ଦର ଉପରେ ଆକ୍ରମଣ କରିଛି । କେବଳ ସେତିକି ନୁହେଁ ବଲୁଚ ବିଦ୍ରୋହୀ ମଧ୍ୟମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୂମିକମ୍ପରେ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିଆଁମାରରେ ସର୍ବାଧିକ କ୍ଷତି ହୋଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିକମ୍ପ- 1
- 2