ଓଡ଼ିଶା ଲିଡ୍ସ(ବ୍ୟୁରୋ): ଏସିଆ କପ ହକି ଚମ୍ପିୟାନ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ଫାଇନାଲରେ ଭାରତ ଚମତ୍କାର କ୍ରୀଡା ପ୍ରଦର୍ଶନ କରି କୋରିଆକୁ ୪-୧ ଗୋଲରେ ପରାସ୍ତ କରିଛି । ନିଜ ଶୁଭେଚ୍ଛା ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ଭାରତୀୟ ଦଳ ଚତୁର୍ଥ ଥର ପାଇଁ ଏସିଆ କପ ଚମ୍ପିୟାନ ହୋଇ ସାରା ଦେଶକୁ ଗର୍ବିତ କରିଛି ।
