ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀରେ ମୟୁରଭଞ୍ଜରେ କାଳ ବୈଶାଖୀ, ଆକାଶରୁ ପଡିଲା ବିଶାଳ କୁଆପଥରବ୍ୟାପକ କ୍ଷୟକ୍ଷତିର ଚିତ୍ର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବ୍ୟାପକ କୁଆପଥର ବୃଷ୍ଟି ହେଉଛି ।ମୟୁରଭଞ୍ଜରେ ମଧ୍ୟ ବିଭିନ୍ନ ସ୍ଥାନରେ ବ୍ୟାପକ କୁଆପଥର ବୃଷ୍ଟି ହୋଇଛି । ହେଲେ ଏହି କୁଆପଥରର ଆକାର ଖୁବ ବଡ଼ ଥିବା ଦେଖିବାକୁ ମିଳିଛି । ଏହି ବିଶାଳ କୁଆପଥରର ଓଜନ ଦୁଇ ରୁ ତିନି କିଲୋ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଆଗରୁ ଏତେବଡ଼ କୁଆପଥର ବୃଷ୍ଟି ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି ।
