ଓଡ଼ିଶା ଲିଡ୍ସ(ଯାଜପୁର): ହରିପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବରୀ ଫେରୁଥିଲା ବେଳେ ଦୁର୍ଘଟଣାରେ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଦୁଇ ବଜରଙ୍ଗ ଦଳ କର୍ମୀଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବରୀ ବିଜେପି ନେତା ଉମେଶ ଜେନା । ସେ ଡାକ୍ତରଙ୍କ ସହିତ ଉଭୟଙ୍କ ଚିକିତ୍ସା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।




















