ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବ୍ୟାସନଗର ପୋୖରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ୨୬ ଜଣ କାଉନସେଲରଙ୍କ ମଧ୍ୟରୁ ୨୧ ଜଣ ଏ ନେଇ ଦାବି କରିଥିବା ସୂଚନା ମିଳିଛି । ଯାହାକୁ ନେଇ କୋରେଇ ରାଜନୀତି ଚଳ ଚଞ୍ଚଳ ହୋଇ ପଡିଛି ।
