ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଠାରୁ ଆରମ୍ଭ ହୋଇଛି ଯାଜପୁରର ପ୍ରସିଦ୍ଧ କାଳୀପୂଜା । ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପରେ କାଳୀ ଓ ଲକ୍ଷ୍ମୀ ନାରାୟଣ ପୂଜା ପାଆନ୍ତି । କାଳୀପୂଜାର ଗୋଟିଏ ଦିନ ପୂର୍ବରୁ ଲକ୍ଷ୍ମୀ ନାରାୟଣ ପୂଜା ପାଆନ୍ତି । ଆସନ୍ତା କାଲି କାଳୀପୂଜା ଥିବାରୁ ଆଜି ଲକ୍ଷ୍ମୀ ନାରାୟଣ ପୂଜା ପାଉଛନ୍ତି । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପାଣି ତୋଳା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି ।




















