orissaleads

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

Blog Post

orissaleads > Articles by: orissaleads@admin

ପ୍ରବାଦ ପୁରୁଷଙ୍କୁ ସମ୍ମାନ ନା ଅସମ୍ମାନ: ଓଏମପି ଛକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଚତୁର୍ପାର୍ଶ୍ୱରେ ଅନାଵନା ଗଛ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । କେବଳ ବିଜୁ ବାବୁଙ୍କ ନାମ ତାଙ୍କ ପରିଚୟ ପାଇଁ ଯଥେଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । କଟକ ଓଏମପି ଛକରେ ସ୍ଥାପନ ହୋଇଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନ୍ୟତମ । ହେଲେ ବିଜୁ ବାବୁଙ୍କ ଏହି ପ୍ରତିମୂର୍ତ୍ତି ଚତୁର୍ପାର୍ଶ୍ୱରେ ଅନାଵନା ଗଛ ଉଠିଥିଲା ବେଳେ ଏହାକୁ ସଫା କରିବା ପ୍ରତି […]

Read More

ନଦୀରେ ବୁଡି ଛାତ୍ର ମୃତ

ଓଡ଼ିଶା ଲିଡ୍ସ(ଯାଜପୁର): ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ସାଇ ପ୍ରସାଦ କଣ୍ଠ(୧୪)। ସେ ମୁଗୁପାଳ ହାଇସ୍କୁଲରେ ୮ମ ଶ୍ରେଣୀରେ ପାଠ ପଡୁଥିଲେ । ଆଜି ସ୍କୁଲ ନଯାଇ ସେ ନଦୀକୁ ଗାଧେଇବାକୁ ଯାଇଥିଲେ । ସେ ବରାନ୍ସ ଗ୍ରାମର ରାଜେନ୍ଦ୍ର କଣ୍ଠଙ୍କ ପୁଅ ବୋଲି ଜଣାପଡିଛି । ଛାତ୍ରଙ୍କ ମୃତ୍ୟୁରେ ସ୍କୁଲ ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Read More

ସୁନାର ସୁକିନ୍ଦାରେ ଦାଦନ ଦୁଃଖ: ଦାଦନ ଯିବାକୁ ପ୍ରସ୍ତୁତ ହେଉଛନ୍ତି ସାରୁଆବିଲର ୬୨ ଶ୍ରମିକ

ଓଡ଼ିଶା ଲିଡ୍ସ(ଯାଜପୁର): ବଳିଷ୍ଠ ନେତୃତ୍ବର ଅଭାବ କାରଣରୁ ଉଜୁଡିବାକୁ ବସିଲାଣି ସୁନାର ସୁକିନ୍ଦା । ଶାନ୍ତିର ଏହି ଉପତ୍ୟକା ଉପରେ ଭୟ, ଆତଙ୍କ ଓ ଅବିଶ୍ୱାସର ଚାଦର ଢାଙ୍କି ହୋଇ ପଡ଼ିଥିଲା ବେଳେ ଶ୍ରମିକ ଏବେ ନିଜ ଭବିଷ୍ୟତ ଚିନ୍ତାରେ ପଡିଛି । ନିଜ ମାଟିରେ ନିଜ ପେଟ ପାଇଁ ଓ ନିଜ ପରିବାରର ପେଟପାଇଁ ଦାନା ଯୋଗାଡ଼ କରିବା କଷ୍ଟ ହୋଇ ପଡିଛି । ପରିବର୍ତ୍ତନ ଆଳରେ ବିଚରା ଶ୍ରମିକ ନୟାନ୍ତ ହୋଇ ପଡିଛି । […]

Read More

ସୁନାର ସୁକିନ୍ଦାରେ ଦାଦନ ଦୁଃଖ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲାର ସୁକିନ୍ଦା । ସୁକିନ୍ଦାକୁ କୁହା ଯାଏ ସୁନାର ସୁକିନ୍ଦା । ଅସରନ୍ତି ଖଣିଜ ସମ୍ପଦରେ ଭରପୁର ସୁକିନ୍ଦା ସାରା ବିଶ୍ୱରେ ପରିଚିତ । ଗୋଟିଏ ପଟେ ମାଟି ତଳେ ଖଣିଜ ସଂପଦ ଭରି ରହିଥିଲା ବେଳେ ମାଟି ଉପରେ ସୁନାର ଫସଲ ବି ଲହଡି ଖେଳେ । ସଂଖ୍ୟାଧିକ ବଡ଼ ଛୋଟ କଳ କାରଖାନା ସ୍ଥାପନ ହେବା ଦ୍ୱାରା ଏହି ଅଞ୍ଚଳ ଏବେ କେବଳ ରାଜ୍ୟ ନୁହେଁ ଦେଶ ଅର୍ଥନୀତି ବିକାଶର […]

Read More

ସୁକିନ୍ଦାରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା: ବିକାଶ ନୁହେଁ ସୁକିନ୍ଦାରେ ବିନାଶ ଚାଲିଛି-ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦାର ଭୋଟର ଅଧିକ ବିକାଶ ଆଶାରେ ପରିବର୍ତ୍ତନ କରିଥିଲେ । ପରିବର୍ତ୍ତନର ମାତ୍ର ୧୭ ମାସ ମଧ୍ୟରେ ସୁକିନ୍ଦାରେ ବିକାଶ ନୁହେଁ ବିନାଶ ଚାଲିଛି । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଖଣି ଅଞ୍ଚଳ । ନେତୃତ୍ୱ ପରିବର୍ତ୍ତନ ପରେ ସୁକିନ୍ଦା ବିକାଶ ପାଇଁ ଡିଏମଏଫ ରେ ଥିବା ଅର୍ଥର ୭୦% ପଡୋଶୀ ଜିଲ୍ଲାରେ ଖର୍ଚ୍ଚ ହେଉଥିଲା ବେଳେ ୩୦% ଅର୍ଥ ଖର୍ଚ୍ଚ ହେଉଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ । ସେଥି ମଧ୍ୟରୁ ୫ଟି ପଞ୍ଚାୟତ […]

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମହିଳା ଦୃଷ୍ଟିବାଧିତ ଓଡ଼ିଆ କ୍ରିକେଟ ଖେଳାଳି ସମ୍ବର୍ଦ୍ଧିତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍-୨୦୨୫ ବିଜୟୀ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶାର ୪ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚାରି ଖେଳାଳି ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନା ରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ତଥା ରାଜ୍ୟ ପାଇଁ ଅତୁଳନୀୟ ଗୌରବ ଆଣିଛି। ସେମାନଙ୍କର ଏହି ମହାନ ସଫଳତା ପାଇଁ ପ୍ରତ୍ୟେକଙ୍କୁ ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା […]

Read More

ନବନିର୍ବାଚିତ ନେତୃବୃନ୍ଦଙ୍କୁ ସମ୍ବର୍ଦ୍ଧିତ କଲେ ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଦାନଗଦି ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ବିଜୁ ଜନତା ଦଳର ନବନିର୍ବାଚିତ ବ୍ଲକ୍ ସଭାପତି ଗୋପାଳ କୃଷ୍ଣ ବାରିକ ଓ ଜୋନ ସ୍ତରୀୟ ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ନେତୃବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦଳର ଦାନଗଦି ବ୍ଲକ ସଭାପତି ଶ୍ରୀ ବାରିକ ଓ ତାଙ୍କ ଉପଦେଷ୍ଟାମାନେ ଆଗାମି ଦିନରେ ଦାନଗଦି ବ୍ଲକ ବିଜୁ […]

Read More

ମିଶନ୍ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ହ୍ୟୁମାନ ସାଗରଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମିଶନ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ଶନିବାର ଦିନ ସେଣ୍ଟ୍ରାଲ ରେଡ଼ କ୍ରସ, କଟକ ଠାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ୍ ସାଗରଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାରବାଟୀ- କଟକର କର୍ପୋରେଟର ଚିତ୍ତ ରଞ୍ଜନ ଦାଶ, କଟକ ମର୍କତନଗର ବିଜେପି ମଣ୍ଡଳ ସଭାପତି ସନ୍ଦୀପ ବିଶ୍ୱାଳ, ଶ୍ରୀ ଜଗନ୍ନାଥ ମେଗା ଧାରାବାହିକର ମୁଖ୍ୟ ନାୟକ ସମୀର ତ୍ରିପାଠୀ, ସମାଜସେବୀ ପ୍ରଶାନ୍ତ କୁମାର ଦାସ, ‛ରୂପାୟନ’ […]

Read More

ଯାଜପୁର ଡିଏମଏଫ ଅର୍ଥରୁ ଜିଲ୍ଲା ବାହାରେ ୭୦ ଭାଗ, ଜିଲ୍ଲାରେ ଖର୍ଚ୍ଚ ହେଉଛି ୩୦ ଭାଗ: କେବେ କ୍ଷମା ଦେବେ ନାହିଁ ସୁକିନ୍ଦାବାସୀ-ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ସହିତ ପ୍ରଭାବିତ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଗମନା ଗମନ, ପାରିପାର୍ଶ୍ବିକ ବିକାଶ ପାଇଁ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି(ଡିଏମଏଫ)ଗଠନ କରାଯାଇଛି । ଖଣି ଖାଦାନ ପୂର୍ଣ୍ଣ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ସୁକିନ୍ଦା ଓ ଦାନଗଦି ସମ୍ପୂର୍ଣ୍ଣ ଖଣି ପ୍ରଭାବିତ ଅଞ୍ଚଳ । ଏହି ଦୁଇଟି ବ୍ଳକର ୪୮ ଗୋଟି ପଞ୍ଚାୟତ ଖଣି ପ୍ରଭାବିତ । ହେଲେ ଅତି ଆଶ୍ଚର୍ଯ୍ୟ ଜନକ ଭାବେ ଏହି […]

Read More

ରାତି ଛାଡି ଦିନରେ ବ୍ରାହ୍ମଣୀ ବାଲି ଲୁଟ: ପ୍ରଶାସନ ନିରବ

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକରେ ବାଲି ଲୁଟ ଶିଖର ଛୁଇଁଛି । ବିନା ସରକାରୀ ଘାଟରୁ ବାଲି ମାଫିଆ ମାନେ ବାଲି ଲୁଟୁଥିଲା ବେଳେ ପ୍ରଶାସନ ମାଫିଆଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଉନାହିଁ । ବ୍ରାହ୍ମଣୀ ନଦୀରୁ ରାତିରେ ଶହ ଶହ ଟ୍ରିପ ବାଲି ଲୁଟ ହେଉଥିଲା ବେଳେ ଏବେ ଦିନରେ ଲୁଟ ହେଉଛି । ଏହା କିଭଳି ପ୍ରଶାସନ ନଜରକୁ ଆସୁନାହିଁ ତାହା ଚିନ୍ତାର ବିଷୟ ହୋଇଛି । ପ୍ରଶାସନ ଜାଣି ଶୁଣି ବାଲି ମାଫିଆଙ୍କ […]

Read More