Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > Articles by: orissaleads@admin

ପିଇଓଙ୍କୁ ଆକ୍ରମଣ ଘଟଣା:

ବିଡ଼ିଓଙ୍କ ଅନୁରୋଧ ପରେ ଧାରଣା ପ୍ରତ୍ୟାହୃତପିଇଓଙ୍କୁ ଅଭିଯୁକ୍ତଙ୍କ କ୍ଷମା ପ୍ରାର୍ଥନା ! ଓଡ଼ିଶା ଲିଡ୍ସ(ଦଶରଥପୁର): ବନ୍ୟାଞ୍ଚଳକୁ ରିଲିଫ ସାମଗ୍ରୀ ନେଇ ଯାଉଥିବା ଦଶରଥପୁର ବ୍ଲକ କଁୟା ପଞ୍ଚାୟତ ପିଇଓ ପ୍ରଶାନ୍ତ ମିଶ୍ର ବନ୍ୟା ବିପନ୍ନଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ ସାମଗ୍ରୀ ନେବା ସମୟରେ ସାମଗ୍ରୀ ହଡ଼ପ ଉଦ୍ୟମ ସହ ଆକ୍ରମଣ ହୋଇଥିଲା । ଏ ନେଇ ଅଭିଯୋଗ ପରେ ଘଟଣାରେ ମଙ୍ଗଳପୁର ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଥାନାରେ କିଛି ସମୟ ଅଟକ ରଖି […]

Read More

ପାରାଦୀପ ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ଉଦ୍ଧାର କାର୍ଯ୍ୟ ଜାରୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଇରନ ଓର ନେଇ ପାରାଦୀପରୁ ସିଙ୍ଗାପୁର ଯାଉଥିବା ପନାମା ର ଏକ ଜାହାଜ ପାରାଦୀପ ଠାରୁ ଦୁଇ ଶହ ନଟିକାଲ ମାଇଲ ବା ପ୍ରାୟ ୩୭୦ କିମି ଦୂରରେ ବୁଡି ଯାଇଛି । ଜାହାଜରେ ୨୪ ଜଣ କ୍ରିୟୁ ମେମ୍ବର ଥିଲା ବେଳେ ଓଡ଼ିଶା କୋଷ୍ଟ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି ।

Read More

ବନ୍ୟା ବଢ଼ାଇଲା ଚାଷୀଙ୍କ ଦୁଃଖ, ୪ ଶହ ଏକରରୁ ଉର୍ଦ୍ଧ୍ୱ ଜମିରେ ଧାନ ଓ ପନିପରିବା ନଷ୍ଟ

ଓଡ଼ିଶା ଲିଡ୍ସ(ବ୍ରହ୍ମବରଦା): ଚଳିତ ବର୍ଷ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ବନ୍ୟାରେ ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପାଣି ପଶି ବ୍ୟାପକ ଚାଷ ନଷ୍ଟ ହୋଇଛି। ରୁଦ୍ରପୁର, ସିଠାଲୋଇ ଓ ମେରକପୁର ମୌଜାର ପ୍ରାୟ ୪ ଶହ ଏକର ଚାଷ ଜମି ଏବେ ବି ପାଣି ଘେରରେ ରହିଛି । ଏହି ତିନି ମୌଜାରେ ୩୫୦ ଏକରରେ ଧାନ ଚାଷ ହୋଇଥିଲା […]

Read More

ବନ୍ୟା ସମୟରେ ବରୀରେ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲା ପ୍ରଶାସନ

ଓଡ଼ିଶା ଲିଡ୍ସ(ଯାଜପୁର): ବନ୍ୟା ସମୟରେ ବରୀ ବ୍ଲକ ଅନ୍ତର୍ଗତ ବରୀ ପଞ୍ଚାୟତ ଚିନ୍ତାସାହିର ହୃଷୀକେଶ ମଲ୍ଲିକ(୬୦)ଙ୍କ ଦେହାନ୍ତ ହୋଇଥିଲା । ବନ୍ୟା ସମୟରେ ଏହି ଗ୍ରାମ ଜଳବନ୍ଦୀ ହୋଇ ପଡିବାରୁ ଅସୁସ୍ଥ ହୃଷୀକେଶଙ୍କୁ ପରିବାର ଲୋକେ ଚିକିତ୍ସାକେନ୍ଦ୍ରକୁ ଚିକିତ୍ସପାଇଁ ନେଇ ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘରେ ପାଣି ପସିଥିବାରୁ ଛାତ ଉପରେ ଆଶ୍ରୟ ନେଇଥିଲା ବେଳେ ବୁଧବାର ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର […]

Read More

ଶିକ୍ଷା ମନ୍ଦିରରେ ଦୁର୍ନୀତିର କଳାଚିତ୍ର: ଏସଓଏସସି ପରୀକ୍ଷା କେନ୍ଦ୍ରରେ ପାସ ପାଇଁ ଅର୍ଥ କାରବାର ଅଭିଯୋଗ

ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏସ.ଓ.ଏସ୍.ସି. ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ପରିଚାଳନାରେ ବ୍ୟାପକ ଅନିୟମିତତା ନେଇ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷା କେନ୍ଦ୍ର ଭିତରେ ସ୍ୱଚ୍ଛତା ଓ ଶୃଙ୍ଖଳାକୁ ଜଳାଞ୍ଜଳି ଦିଆଯାଇ ମୋଟା ଅଙ୍କର ଟଙ୍କା ବିନିମୟରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପରୀକ୍ଷା କେନ୍ଦ୍ର ଚିଲିକା ନୋଡାଲ୍ ହାଇସ୍କୁଲ, ମାଲୁଦ ନୋଡାଲ୍ ହାଇସ୍କୁଲ ପରୀକ୍ଷା ହଲ୍ ଭିତରେ କଡ଼ା କଟକଣା […]

Read More

ଶୁଣିଲା ନାହିଁ ବ୍ଲକ ପ୍ରଶାସନ ସାହାଯ୍ୟର ହାତ ବଢ଼ାଇଲେ ସଫିକ ଉଦ୍ଦିନ

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକର ପ୍ରମୁଖ ପଞ୍ଚାୟତ ବରୀ ଚିନ୍ତାସାହିରେ ଜଣେ ବ୍ୟକ୍ତି ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡିବା ଓ ତାଙ୍କ ଶବ ଦୀର୍ଘ ସମୟ ଧରି ଛାତ ଉପରେ ପଡି ରହିବା ଭଳି ଅଭାବନୀୟ ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ହୃଷୀକେଶ ମଲ୍ଲିକ(୬୦) । ଗତକାଲି(ବୁଧବାର) ଅପରାହ୍ନ ୪ଟା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା । ଘରେ ପାଣି ପଶିବାରୁ ପରିବାର ଲୋକେ ଘର ଛାତ ଉପରେ ଆଶ୍ରୟ ନେଇଥିଲେ […]

Read More

କେନ୍ଦ୍ରକୁ ଜେନ୍‌-ଜି ଭୟ ! ବିଶ୍ୱବିଦ୍ୟାଳୟ ଯିବେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିନେ ଜେନ-ଜି ମାନଙ୍କୁ ଅଣଦେଖା କରୁଥିବା କେନ୍ଦ୍ର ସରକାରଙ୍କ ଫୋକସ୍‌ରେ ଏବେ ଜେନ୍-ଜି। ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ପର୍ଯ୍ୟନ୍ତ ସମସ୍ତେ କିଭଳି ଜେନ-ଜି ମାନଙ୍କୁ ସନ୍ତୁଷ୍ଟ କରାଯିବ ତାକୁ ନେଇ ଚିନ୍ତିତ । ଫଳ ସ୍ୱରୂପ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ ପାଇଁ ‘ୱାନ ଡେ, ୱାନ ୟୁନିଭରସିଟି’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଦ୍ୱାରା ପ୍ରତିଦିନ ଜଣେ କେନ୍ଦ୍ର ମନ୍ତ୍ରୀ ଦେଶର […]

Read More

ଜି.ସି କଲେଜ ପରିସରରୁ କମୁନାହିଁ ବନ୍ୟା ପାଣି

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରୁ ବନ୍ୟା ଜଳ କମୁନାହିଁ । ବ୍ରାହ୍ମଣୀ ବନ୍ୟାରେ କଲେଜ ପରିସରରେ ବନ୍ୟା ଜଳ ପ୍ରବେଶ କରି ସମ୍ପୂର୍ଣ୍ଣ ପରିସର କୁ ବନ୍ୟା ପ୍ଲାବିତ କରିଥିଲା । କଲେଜ ପରିସରରେ ପ୍ରାୟ ଦୁଇ ଫୁଟ ବନ୍ୟା ଜଳ ମାଡି ଯାଇଥିଲା । ଦୁଇଦିନ ହେଲା ବନ୍ୟା ଛାଡିଥିଲା ବେଳେ କଲେଜ ପରିସରରୁ ବନ୍ୟା ଜଳ ନିଷ୍କାସିତ ନହୋଇ ରହିଛି । ଫଳରେ କଲେଜର ଦୈନିକ କାର୍ଯ୍ୟ […]

Read More

ପରପାରିରେ ପ୍ରଣବ ପଟ୍ଟନାୟକ, ଓଡ଼ିଆ ସଙ୍ଗୀତ ଜଗତରେ ଶୁନ୍ୟସ୍ଥାନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): କୋଟି କୋଟି ସ୍ରୋତାଙ୍କ ହୃଦୟକୁ ଶୁନ୍ୟ କରି ୮୮ ବର୍ଷ ବୟସରେ ପରପାରିକୁ ଚାଲି ଯାଇଛନ୍ତି ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ‘ହୃଦୟର ଏଇ ଶୂନ୍ୟତାକୁ ଯଦି ପଚାରି…..ଭଳି ଅନେକ ଲୋକପ୍ରିୟ ଗୀତର ଏହି ଯାଦୁଗର ଆଜି ସମସ୍ତଙ୍କ ହୃଦୟକୁ ଖାଲି ଜରିଦେଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଗାୟକ […]

Read More

ବ୍ରହ୍ମଣୀ ନଦୀରେ ପୁଣି ବଢିବ ପାଣି, ବ୍ୟାଘାତ ହୋଇପାରେ ବରୀ ଗମନା ଗମନ

ଓଡ଼ିଶା ଲିଡ୍ସ(ଯାଜପୁର): ଦୁଇଦିନ ହେଲା ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ହ୍ରାସ ପାଉଥିଲା ବେଳେ ପୁଣି ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ବୃଦ୍ଧି ପାଇବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ବ୍ରାହ୍ମଣୀ ନଦୀରେ ରେଙ୍ଗାଲି ଡ୍ୟାମରୁ ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ପୂର୍ବରୁ ଖୋଲା ଥିବା ତୃତୀୟ ଗେଟ ଗତକାଲି ରାତିରୁ ବନ୍ଦ କରାଯାଇ ସାରିଛି । ହେଲେ ତୃତୀୟ ଗେଟରୁ ନିଷ୍କାସିତ ବନ୍ୟା […]

Read More