
ରିଲିଫ୍ ବୋଝେଇ ଟ୍ରକ୍ ଚୋରି, ଜିଲ୍ଲାପାଳ ନିକଟରେ ଅଭିଯୋଗ
ଓଡ଼ିଶା ଲିଡ୍ସ(ଦଶରଥପୁର): ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଆସିଥିବା ରିଲିଫ ସାମଗ୍ରୀ ବୋଝେଇ ଟ୍ରକରୁ ଚୋରି ହୋଇଥିବା ନେଇ ଦଶରଥପୁର ଥାନା ସହିତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆଜି ଦଶରଥପୁର ବ୍ଲକ ଜନଶୁଣାଣୀ ଶିବିରରେ ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ ଦଶରଥପୁର ଥାନାରେ ଏନେଇ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିକଟରେ ଅଭିଯୋଗ କରି ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।ଅଭିଯୋଗ […]




























