ଆବାସିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଅଭିଯୋଗ
ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଟାଉନ ଲଳିତେଶ୍ୱର ନଗର ନିକଟରେ ଥିବା ଏକ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଓମ ପ୍ରକାଶ ରାଉତ । ତାଙ୍କ ବୟସ ୧୭ ବର୍ଷ । ସେ ଯାଜପୁର ସଦର ଥାନା ଅଧିନ ଦୋଗଡା ଗ୍ରାମର ପ୍ରଶାନ୍ତ ରାଉତଙ୍କ ପୁଅ । ଛାତ୍ର ଜଣକ ଜଣେ ଦିବ୍ୟାଙ୍ଗ ବୋଲି ଜଣାଯାଇଛି । ଲିସିୟମ ନାମକ ଏହି ଆବାସିକ ବିଦ୍ୟାଳୟରେ […]




















