
ସୌମ୍ୟାଶ୍ରୀ ନିଜେ ପେଟ୍ରୋଲ ଆଣିଥିଲେ ନା ଆଉ କିଏ ଆଣି ଦେଇଥିଲା, ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ
ଓଡ଼ିଶା ଲିଡ୍ସ (ବ୍ୟୁରୋ): ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ବ୍ୟାପକ ଖୋଳତାଡ଼ କରୁଛି । ମୃତା ସୌମ୍ୟାଶ୍ରୀ ନିଜେ ପେଟ୍ରୋଲ ଆଣିଥିଲେ ନା ଆଉ କିଏ ପେଟ୍ରୋଲ ଆଣି ତାଙ୍କୁ ଦେଇଥିଲେ ସେ ଦିଗରେ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ଼ କରୁଥିବା ସୂଚନା ମିଳିଛି। କଲେଜ ନିକଟରେ ଥିବା ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିଛି । ପେଟ୍ରୋଲ ପମ୍ପର ସିସିଟିଭି ହାର୍ଡଡିସ୍କକୁ ଜବତ କରିବା ସହ ପେଟ୍ରୋଲ ପମ୍ପର […]




























