
କେବେ ସଜଡ଼ାଯିବ ବରୀ ମାଉଣ୍ଡ ହାଇମାଷ୍ଟ ଲାଇଟ
ଓଡ଼ିଶା ଲିଡ୍ସ(ଯାଜପୁର): ଲକ୍ଷାଧିକ ଟଙ୍କାରେ ବରୀ ବ୍ଳକର ପ୍ରମୁଖ ବଜାର ବରୀ ମାଉଣ୍ଡକୁ ଆଲୋକିତ କରିବାକୁ ଲଗାଯାଇଥିଲା ହାଇମାଷ୍ଟ ଲାଇଟ । ଏହି ହାଇମାଷ୍ଟ ଲାଇଟ ତଳେ ଓଡ଼ିଶାର ଅନ୍ୟତମ ବରପୁତ୍ର ବିଧ୍ୱଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ ହୋଇଛି । ହେଲେ ବିଡ଼ମ୍ବନାର ବିଷୟ ହେଉଛି ଦୀର୍ଘ ଦିନ ହେଲା ଏହି ଲାଇଟ ଖରାପ ହୋଇ ପଡ଼ିଥିଲା ବେଳେ ଏହାକୁ ମରାମତି କରାଯାଉନାହିଁ । ଲାଗିଥିବା ହାଲୋଜେନ ଗୁଡିକ ମଧ୍ୟରୁ କେବଳ ଗୋଟିଏ […]




























