
ସରକାରଙ୍କ ନିୟମକୁ ଫୁ, ସଦର ଥାନା ଅଞ୍ଚଳରେ ମଟନ, ଚିକେନ ବେପାରରେ ଲଗାମ ନାହିଁ
ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାରେ ଡାଇରିଆ ରୋଗ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛ, ମାଂସ ବିକ୍ରି ଉପରେ ପନ୍ଦର ଦିନ ପାଇଁ ରୋକ ଲଗା ଯାଇଛି । ହେଲେ ଯାଜପୁର ସଦର ଥାନା ଅଞ୍ଚଳରେ ଖୋଲା ମେଲାରେ ମଟନ ଓ ଚିକେନ୍ ବ୍ୟବସାୟ ଚାଲିଛି । ତାହା ପୁଣି ବରୀ-ବରୁଆଁ ରାସ୍ତାର ବିଭିନ୍ନ ଛକ ସ୍ଥାନ ମାନଙ୍କରେ । ହେଲେ ଏଥିପ୍ରତି ପୋଲିସ ଆଖି ବୁଜିଦେବା ଦେଖିବାକୁ ମିଳିଛି […]




























