
ନିର୍ବିକାର ପୂର୍ତ୍ତ ବିଭାଗ:ଦୁର୍ଘଟଣାକୁ ହାତଠାରି ଡାକୁଛି କାନ୍ତକାର ସେତୁ
ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଳକର ଜୀବନ ରେଖା ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତା । ଏହିରାସ୍ତା ଉପରେ ବରୀ ବ୍ଳକର ୨୯ ପଞ୍ଚାୟତ ନିର୍ଭରଶୀଳ । ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହିତ ବିଭିନ୍ନ ସ୍କୁଲ ଓ କଲେଜ । ପୂର୍ବରୁ ଏହି ରାସ୍ତା ଜଳ ସମ୍ପଦ ବିଭାଗ ଅଧିନରେ ଥିଲା ବେଳେ ଏବେ ଏହା ପୂର୍ତ୍ତ ବିଭାଗ ଅଧିନରେ ରହିଛି । କିଛିଦିନ ହେଲା ରାସ୍ତା ପ୍ରଶସ୍ଥିକରଣ କାର୍ଯ୍ୟ ଚାଲୁଥିଲା ବେଳେ ଏବେ […]




























