
ଏବେ ବି ଧରାପଡ଼ି ନାହାନ୍ତି ଫେରାର ଦୁଇ ଅପରାଧୀ: ରେକର୍ଡ କହୁଛି ୯ ବର୍ଷରେ ଜେଲ୍ ଡେଇଁ ୬୭ ହୋଇଛନ୍ତି ଫେରାର
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାଣିକୋଇଲି ପଣ୍ଡା ସୁନା ଦୋକାନରୁ ଲୁଟ ଅଭିଯୋଗରେ ଚୌଦ୍ବାର ସର୍କଲ ଜେଲରେ ଥିବା ଦୁଇ କୁଖ୍ୟାତ ବିହାରୀ ଅପରାଧୀ ଫେରାର ହେବାକୁ ସକ୍ଷମ ହୋଇଥିଲେ । ଜେଲ ସୁରକ୍ଷା ବଳୟକୁ ଭେଦ କରି ଉଭୟ ଫେରାର ହେବା ଚର୍ଚ୍ଚାର ବିଷୟ ହୋଇଛି । ଉଭୟ ଫେରାର ହେବାକୁ ଦୀର୍ଘ ଦିନ ଅତିକ୍ରାନ୍ତ ହୋଇଥିଲା ବେଳେ ଉଭୟଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନାହିଁ । ଏହି ଘଟଣା ଓଡ଼ିଶାରେ ପ୍ରଥମ ନୁହେଁ । ରେକର୍ଡ […]




























