orissaleads

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

Blog Post

orissaleads > ଜିଲ୍ଲା > ଯାଜପୁର > ଏବେ ବି ଶ୍ରଦ୍ଧା ଓ ସମ୍ମାନ ସାଉଁଟୁଛନ୍ତି ବରିଷ୍ଠ ନେତା ଅମର ଶତପଥୀ

ଏବେ ବି ଶ୍ରଦ୍ଧା ଓ ସମ୍ମାନ ସାଉଁଟୁଛନ୍ତି ବରିଷ୍ଠ ନେତା ଅମର ଶତପଥୀ

ଓଡ଼ିଶା ଲିଡ୍ସ(ଯାଜପୁର): କେବଳ ଯାଜପୁର ଜିଲ୍ଲାର ନୁହେଁ ରାଜ୍ୟର ଅନ୍ୟତମ ବରିଷ୍ଠ ତଥା ଅନୁଭବୀ ରାଜନେତା ହେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସରକାର ସମୟର ପୂର୍ବତନ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ । ଗତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ତାଙ୍କ ସ୍ଥାନରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଟିକେଟ ଦେଇଥିଲା । ଅମର ନିଶ୍ଚିତ ବିଜୟ ହାସଲ କରିବେ ବୋଲି ସମସ୍ତେ ଜାଣିଥିଲା ବେଳେ ଦଳ କିନ୍ତୁ ତାଙ୍କୁ ଟିକେଟ ନ ଦେଇ ଅପଦସ୍ତ କରିଥିଲା । ଯାହା ଏହି ବରିଷ୍ଠ ନେତାଙ୍କୁ ବେଶ ଆଘାତ ଦେଇଥିଲା । ଦଳ ନିଷ୍ପତ୍ତିରେ ହାତବାକ ହୋଇ ଅମର ନିରବ ହୋଇ ଯାଇଥିଲେ । ହେଲେ ଅମରଙ୍କୁ ଖୁବ ଶ୍ରଦ୍ଧା ଓ ସମ୍ମାନ କରୁଥିବା ବଡ଼ଚଣା ଭୋଟର କିନ୍ତୁ ଦଳର ନିଷ୍ପତିକୁ ଗ୍ରହଣ ନ କରି ବର୍ଷାଙ୍କୁ ପରାଜୟର ରାସ୍ତା ଦେଖାଇ ଦେଇଥିଲେ । ବଡ଼ଚଣାରେ ଏକଦା ଅମରଙ୍କ ରାଜନୀତି ପାଠ ଶାଳାର ଛାତ୍ର ଥିବା ଅମର କୁମାର ନାୟକ ବିଜେପିରୁ ବିଜୟୀ ହୋଇଥିଲେ । ଏବେ ବିଧାୟକ ଅମରଙ୍କୁ ନେଇ ବଡ଼ଚଣା ରାଜନୀତି କେନ୍ଦ୍ରୀଭୂତ ହୋଇଥିଲା ବେଳେ ନିର୍ବାଚନ ନ ଲଢ଼ିବି ବରିଷ୍ଠ ନେତା ଅମର କିନ୍ତୁ ବଡ଼ଚଣାବାସୀଙ୍କ ଶ୍ରଦ୍ଧା ଓ ସମ୍ମାନ ସାଉଁଟୁଛନ୍ତି । ଅନ୍ୟ ପକ୍ଷରେ ଦଳ କିମ୍ବା କୌଣସି ପଦ ପଦବୀରେ ନଥିଲେ ବି ନା ଅମର ବଡ଼ଚଣା ଛାଡୁଛନ୍ତି ନା ବଡ଼ଚଣାବାସୀ ଅମରଙ୍କୁ ଛାଡୁଛନ୍ତି । ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ପ୍ରାୟ ସମୟରେ ଅମର ବଡ଼ଚଣାରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କ ଖୋଜା ପଡୁଥିଲା ବେଳେ ନିଜ ଲୋକଙ୍କ ଆଦର ପଣକୁ ବି ଆଡେଇ ଦେଇ ପାରୁ ନାହାନ୍ତି ଅମର । କିଏ ସମସ୍ୟାରେ ପଡିଲେ, ରୋଗରେ ପଡିଲେ କିମ୍ବା ମୃତ୍ୟୁ ବରଣ କଲେ ଅମର ସେମାନଙ୍କ ନିକଟରେ ପହଞ୍ଚି ସହାୟତା ଦେବା ସହିତ ସାନ୍ତ୍ୱନା ଦେବାକୁ ଆଦୌ ଅବହେଳା କରୁ ନାହାନ୍ତି । କାରଣ ଆଜକୁ ବର୍ଷ ବର୍ଷ ହେଲା ବଡ଼ଚଣାବାସୀଙ୍କ ଭାବାବେଗ ସହିତ ଯୋଡି ହୋଇ ରହିଛନ୍ତି । ଅନ୍ୟ ପକ୍ଷରେ ବିଜେଡି ଠାରୁ ଦୂରେଇ ଯାଇଥିବା ଅମରଙ୍କ ବିନା ବଡ଼ଚଣା ବିଜେପି ଏକ ପ୍ରକାର ଦିଗ ହରା ହୋଇ ଯାଇଛି । ଦିନେ ଏକକ ନେତୃତ୍ୱରେ ସଫଳ ପ୍ରଦର୍ଶନ କରୁଥିବା ବିଜେଡି ଆଗକୁ ଅମରଙ୍କ ବିନା ନିଜ ସ୍ଥିତି ରକ୍ଷା କରିବାକୁ ସଂଘର୍ଷ କରିବ ଏଥିରେ ସନ୍ଦେହ ନାହିଁ ।

Leave a comment

Your email address will not be published. Required fields are marked *