“ମୋନ୍ଥା”ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
ଓଡ଼ିଶା ଲିଡ୍ସ(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପ୍ରଭାବରେ ରାଜ୍ୟର ବୁଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ୨୮ରୁ ଓଡ଼ିଶାରେ ମୋନ୍ଥାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ୨୮ ଓ ୨୯ ଦୁଇ ଦିନ ଧରି ରାଜ୍ୟରେ ଅତି ଭୀଷଣ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ଏ ନେଇ ୫ ଜିଲ୍ଲାକୁ ବି ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ […]




















