
ମୃତକଙ୍କ ପରିବାର ନିକଟରେ ପହଞ୍ଚିଲେ ପୂର୍ବତନ ଅର୍ଥମନ୍ତ୍ରୀ
ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ବ୍ଲକ ହରିପୁର ଗ୍ରାମର ଭୀମସେନ ସ୍ୱାଇଁଙ୍କ ଦେହାନ୍ତ ହୋଇ ଯାଇଛି । ଏହି ଖବର ପାଇ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ପୁର୍ବତନ ଅର୍ଥମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇ ଡ଼ଃ ଘଡାଇ କହିଛନ୍ତି ଏପରି ଅସମୟରେ ଭୀମସେନଙ୍କ ବିଦାୟ ଅତ୍ୟନ୍ତ ହୃଦୟବିଦାରକ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଓ ସଦଗତି ପ୍ରଦାନ କରନ୍ତୁ । ଏହି […]




























