orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > Articles by: orissaleads@admin

ଦେଓଘର ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ( ବ୍ୟୁରୋ): ଝାଡ଼ଖଣ୍ଡ ଦେଓଘର ଠାରେ କାଉଡ଼ିଆ ମାନଙ୍କୁ ନେଇ ଯାଉଥିବା ବସ ଧକ୍କାରେ ୧୮ ଜଣ ଶିବ ଭକ୍ତଙ୍କ ମୃତ୍ୟୁ ହେବା ଓ ଅନେକ ଆହତ ହେବା ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ କହିଛନ୍ତି ଏହି ଖବର ଅତ୍ୟନ୍ତ ବେଦନା ଦାୟକ । ଯାହା ମତେ ମର୍ମାହତ କରିଛି । ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆହତଙ୍କ ଆଶୁ […]

Read More

ଚେସରେ ବିଶ୍ୱ ବିଜୟିନୀ ଦିବ୍ୟାଙ୍କୁ ପୂର୍ବତନ ମନ୍ତ୍ରୀଙ୍କ ଶୁଭେଚ୍ଛା

ଓଡ଼ିଶା ଲିଡ୍ସ( ବ୍ୟୁରୋ): ବିଶ୍ୱ ଚେସର ନୂଆ ବିଶ୍ୱ ବିଜୟିନୀ ମହିଳା ଚେସ ଖେଳାଳି ଦିବ୍ୟା ଦେଶମୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ୧୯ ବର୍ଷୀୟା ଏହି ମହିଳା ଖେଳାଳି ଭାରତୀୟ ଚେସର ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ପରାଜିତ କରି ବିଶ୍ୱ ବିଜୟିନୀ ହୋଇଛନ୍ତି । ବିଶ୍ୱ ବିଜୟିନୀ ହେବା ସହିତ ସେ ମଧ୍ୟ ଗ୍ରାଣ୍ଡ ମାଷ୍ଟର ହୋଇଛନ୍ତି । ନିଜ ଶୁଭେଚ୍ଛା ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ମାତ୍ର […]

Read More

ସୁକିନ୍ଦାର ଭାଇଟିଏ ପାଇଁ ମୋର କର୍ତ୍ତବ୍ୟ କରିଛି-ଇଂ ଘଡାଇ

ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦାର ଭାଇଟିଏ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ମରି ପଡିଥିଲେ । ପରିବାର ଲୋକେ, ଗ୍ରାମବାସୀ ଓ ସାଙ୍ଗ ସାଥୀଙ୍କ ବୁକୁଫଟା କାନ୍ଦ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏହି ସମୟରେ ମୁଁ ସେଠାରେ ପହଞ୍ଚି ମୃତକ ଜଣକ ବନ୍ଧଗାଁର ପିଲା ବୋଲି ଜାଣିଲି । ପରିବାର ଲୋକଙ୍କ କାନ୍ଦ ମୋତେ ବି ବିଚଳିତ କରିଦେଲା । ଯୁବକଙ୍କ ଜଣକ ଜଣେ ଶ୍ରମିକ ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର […]

Read More

ଭାରତୀୟ ସେନାକୁ ବଡ଼ ସଫଳତା,ପହଲଗାମ ମାଷ୍ଟର ମାଇଣ୍ଡ ମୁସା ସଫା

ଓଡ଼ିଶା ଲିଡ୍ସ(ବ୍ୟୁରୋ):ପହଲଗାମ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ମୁସାକୁ ନିପାତ କରିଛି ଭାରତୀୟ ସେନା। ଅପରେସନ ସିନ୍ଦୁର ପରେ ଭାରତୀୟ ସେନା ବାହିନୀକୁ ବଡ଼ ସଫଳତା ମିଳିଛି। ଲସ୍କର-ଇ-ତୋଇବାର ଏହି ଟପ୍ କମାଣ୍ଡର ହାସିମ ମୁସାକୁ ଏନକାଉଣ୍ଟରରେ ମାରିଛି ଭାରତୀୟ ସେନା। ମୁସା ପୂର୍ବରୁ ପାକିସ୍ତାନ ସେନାରେ ସାମିଲ ଥିଲା। ଶ୍ରୀନଗରରେ ସେନା ପକ୍ଷରୁ ଅପରେସନ ମହାଦେବ ମାଧ୍ୟମରେ ତାକୁ ନିପାତ କରାଯାଇଛି । ପହଲଗାମ ହମଲା ସହ ସୋନମାର୍ଗ ଟନେଲ ଆକ୍ରମଣ ଘଟଣାର ମଧ୍ୟ ସେ […]

Read More

କୁସୁମାର ବିକଳ ଚିତ୍ର, କେବେ ବଦଳିବ ଛିଣ୍ଡା ପାଲ

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପରେ ଯାଜପୁର ସହରର ଅନ୍ୟତମ ଆକର୍ଷଣ ହେଉଛି କୁସୁମା । ଏହି ମନୋରମ ସ୍ଥାନ କେବଳ ଯାଜପୁର ସହରର କି ଯାଜପୁର ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି । ଯାଜପୁର ଆସୁଥିବା ପର୍ଯ୍ୟଟନଙ୍କ ଅନ୍ୟତମ ଆକର୍ଷଣ ସ୍ଥାନ ହେଉଛି କୁସୁମା । ଏହାର ମନମୁଗ୍ଧ କର ପରିବେଶ ଭିତରେ ନିଜକୁ ବେଶ କିଛି ସମୟ ହଜାଇ ଦେବାକୁ ପର୍ଯ୍ୟଟକ ପସନ୍ଦ […]

Read More

ପବିତ୍ର ଶ୍ରାବଣ ସୋମବାରରେ ଗୋକର୍ଣ୍ଣେଶ୍ୱର ପୀଠରେ କାଉଡ଼ିଆଙ୍କ ଭିଡ଼

ଓଡ଼ିଶା ଲିଡ୍ସ(ଯାଜପୁର):ଆଜି ପବିତ୍ର ଶ୍ରାବଣ ମାସର ସୋମବାର । ଆଜି ଜାରକା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଜଳାଭିଷେକ କରିବାକୁ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାଉଡ଼ିଆ ମାନେ ପୀଠକୁ ଆସି ଡେରି ରାତିରୁ ଲମ୍ବା ଧାଡିରେ ଛିଡା ହୋଇଥିଲେ । ମନ୍ଦିର ପହଡ଼ ଖୋଲିବା ପରେ କାଉଡ଼ିଆ ମାନେ ଜଳାଭିଷେକ କରିଥିଲେ । ହର ହର ମହାଦେବ, ଓଁ ନମଃ ଶିବାୟ ଧ୍ୱନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିଲା । ମନ୍ଦିରରେ ବେଶ ଭକ୍ତିମୟ ପରିବେଶ […]

Read More

କାରଖାନା ବସ ଧକ୍କାରେ ଜଣେ ଯୁବକ ମୃତ, ଜଣେ ଗୁରୁତର, ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା, ଘଟଣା ସ୍ଥଳରେ ୮ ଘଣ୍ଟା ରହି ପ୍ରଶାସନକୁ ତାଗିଦ କଲେ ଡ୍ୟାନି

ଓଡ଼ିଶା ଲିଡ୍ସ(ଯାଜପୁର): ନିଜ ଅଞ୍ଚଳ, ନିଜ ଲୋକଙ୍କ ପାଇଁ କେତେ ସମର୍ପିତ ତାକୁ ଆଜି ପୁଣି ପ୍ରମାଣିତ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ-ଡ଼ୁବୁରୀ ରାସ୍ତାର ଜିନ୍ଦଲ କାରଖାନା ନିକଟରେ କାରଖାନା ବସ ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା ବେଳେ କ୍ଷତି ପୂରଣ ସହିତ […]

Read More

ଗିରଫ ପରେ ବିଜେଡି କର୍ପୋରେଟର ଅମରେଶ ଜେନା ବିଜେଡିରୁ ନିଲମ୍ବିତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦୁଷ୍କର୍ମ ଅଭିଯୋଗରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ବାଲେଶ୍ବରରେ ସେ ଆତ୍ମଗୋପନ କରିଥିଲା ବେଳେ ପୋଲିସ ଗିରଫ କରିଛି । ତାଙ୍କୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଗତକାଲି ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଥିଲା । ଗିରଫ ହୋଇଥିବା ଭିଯୁକ୍ତମାନେ ‌ହେଲେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨), ଚିନ୍ତାମଣିଶ୍ବର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫)ଓ ସୁମନ କୁମାର ସାହୁ(୨୭) […]

Read More

ରାଜପଥ ବିଭାଗର ଠିକାଦାର ପୋଷା ଯୋଜନା, ବର୍ଷା ରାତିରେ ନିମ୍ନମାନର ପିଚୁ କାମ

ଓଡ଼ିଶା ଲିଡ୍ସ(ଯାଜପୁର): ଜାତୀୟ ରାଜପଥ ବିଭାଗ ନିମ୍ନମାନର କାମ କରିବାରେ ସବୁ ସୀମା ସରହଦ ଡେଇଁ ଯାଇଛି । କିଭଳି ଠିକାଦାର ଲାଭ ବାନ ହେବେ ଓ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ କରିବେ ସେଥିପାଇଁ ସବୁ ଉଦ୍ୟମ କରୁଛି । ଆଉ ଏହାର ପ୍ରମାଣ ହେଲା ବୁଢା ପୋଲ ନିକଟରୁ ମଲ୍ଲିକାପୁର ରାସ୍ତାର ପିଚୁ କାମ । କୁଆଖିଆ-ଯାଜପୁର-ଧାମରା ୨୦ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇ ପଡିଛି । ନିକଟରେ ମଲ୍ଲିକାପୁର ଠାରୁ ମାନସାପୋଲ […]

Read More

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

ଓଡ଼ିଶା ଲିଡ୍ସ(ଯାଜପୁର): ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ସ୍ଥିତ ହୋଟେଲ ମିଡଇଷ୍ଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଳକାଟି ଅଞ୍ଚଳରେ ହୋଇଥିଲା ବେଳେ ତାଙ୍କ ନାମ ଆଲିପ ସାହୁ(୩୭) ବୋଲି ଜଣା ଯାଇଛି । ବଡ଼ଚଣା ପୋଲିସ ଏହି ଖବର ପାଇ ହୋଟେଲରେ ପହଞ୍ଚିଥିଲା । ପୋଲିସ ସହିତ ବଡ଼ଚଣାର ଅତିରିକ୍ତ ତହସିଲଦାର ମଧ୍ୟ ପହଞ୍ଚିଥିଲେ । ପୋଲିସ ଶବକୁ ଜବତ […]

Read More