
କୃଷ୍ଣନଗର ଚିନିକଳ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ ଆରମ୍ଭ, ପରିଚୟ ରକ୍ଷା ପାଇଁ ବିଭିନ୍ନ ମହଲରେ ହେବ ଦାବି
କାର୍ଯ୍ୟକ୍ଷମ ହେଲେ ଉପକୃତ ହେବେ ଯାଜପୁର ଓ କେନ୍ଦ୍ରାପଡ଼ାର ଚାଷୀ ଅମିତ ଶାହଙ୍କ ଘୋଷଣା ପରେ ବଢୁଛି ଆଶା ଅନ୍ତରାୟ ହେବ ନାହିଁ ଗମନା ଗମନ ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଳକର କୃଷ୍ଣନଗର ସ୍ଥିତ ଚିନିକଳ ଦିନେ ଏହି ଅଞ୍ଚଳର ଭିନ୍ନ ପରିଚୟ ଥିଲା । ଆଜି କିନ୍ତୁ ଏକ ପ୍ରକାର ଅସ୍ତିତ୍ୱ ହରାଇ ସାରିଛି ଏହି ଚିନି କଳ । ଆଖୁ ଉତ୍ପାଦନରେ ବରୀ ରାଜ୍ୟର ଦ୍ଵିତୀୟ ସ୍ଥାନରେ ଥିଲା ବେଳେ ଅତୀତର ସ୍ମୃତି ହୋଇ […]




























