ରାସ୍ତାର ଉଭୟ ପଟରେ ଗାଡିର ଧାଡି, ବଢୁଛି ଦୁର୍ଘଟଣା ଆଶଙ୍କା
ଓଡ଼ିଶା ଲିଡ୍ସ(ଯାଜପୁର): ରାସ୍ତାର ଉଭୟ ପଟରେ ଗାଡିର ଧାଡି ଲମ୍ବିଛି । ଦିନ ଦିନ ଧରି ଏକ ବ୍ୟସ୍ତ ବହୁଳ ରାସ୍ତାର ଉଭୟ ପଟରେ ଭାରିଯାନ ଅଟକି ରହିବା ଦ୍ୱାରା ଏହା ଦୁର୍ଘଟଣାର କାରଣ ହେବାକୁ ଯାଉଛି । ଏହାକୁ କିନ୍ତୁ ସବୁ ସମୟରେ ନିଜ ଆଖିରେ ଦେଖୁଥିବା ଜିଲ୍ଲା ପ୍ରଶାସନ ଏ ନେଇ ପଦକ୍ଷେପ ନେବା ବଦଳରେ ଚୁପ ବସିଛି । କୁଆଖିଆ-ଧାମରା ୨୦ ନମ୍ବର ଜାତୀୟ ରାଜପଥର ବୁଢା ପୋଲ ଠାରୁ ମଲ୍ଲିକାପୁର ରାସ୍ତାର […]




















