ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି, ଗଞ୍ଜେଇ ମୁକ୍ତ ହେବ ରାଜ୍ୟ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଏ ବର୍ଷ ରାଜ୍ୟରେ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଚଳିତ ବର୍ଷ ଓଡ଼ିଶା ଗଞ୍ଜେଇ ମୁକ୍ତ ହେବ ବୋଲି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।ଅବକାରୀ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଭିନ୍ନ ଜନଜାତିର ଲୋକଙ୍କୁ ଗଞ୍ଜେଇ ମାଫିଆ ପ୍ରଲୋଭିତ କରାଇ ଅନେକ ସ୍ଥାନରେ ଚୋରା ଗଞ୍ଜେଇ ବ୍ୟବସାୟ କରନ୍ତି । ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଜନଜାତିର ଗରିବ ଲୋକଙ୍କୁ ମିଛ କହି […]




















