
ଯାଜପୁର ରାସ୍ତା ଉପରେ ଯୁବତୀଙ୍କୁ ଆକ୍ରମଣ, ପୋଲିସ ପଦକ୍ଷେପ ନେବା ଜରୁରୀ
ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଯାଜପୁର ମୁଖ୍ୟ ରାସ୍ତା ଲଳିତେଶ୍ୱର ନଗର ନିକଟରେ ଜନୈକ ଯୁବତୀଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଯୁବତୀ ଜଣକ ତାଙ୍କ ଅନ୍ୟଜଣେ ଯୁବତୀ ବାନ୍ଧବୀ ସହିତ ଗୋଖନା ଛକକୁ ଯାଉଥିଲା ବେଳେ ଯୁବକ ଜଣକ ଧରିଥିବା ଛତାରେ ଓ ହାତରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଅନ୍ୟ ଦୁଇଜଣ ଯୁବକ ଏକ ବାଇକରେ ସେଠାରେ ଉପସ୍ଥିତ ଥିଲେ […]



























