
ଭିଡିଓ ଭାଇରାଲ:ସୁକିନ୍ଦା ବିଜେପି ନେତାଙ୍କ କାର ଚିନ୍ତା
ଓଡ଼ିଶା ଲିଡ୍ସ(ସୁକିନ୍ଦା): ସରକାର ପରିବର୍ତ୍ତନ ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତା ସୁକିନ୍ଦା ବିକାଶ ଚିନ୍ତାକୁ ପଛରେ ପକାଇ ବ୍ୟକ୍ତିଗତ ସ୍ୱାର୍ଥ ଓ ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ସୁକିନ୍ଦାର ଜନୈକ ବିଜେପି ନେତା ଏକ ବୈଠକରେ କର୍ମୀ ମାନଙ୍କୁ ସମ୍ବୋଧିତ କରିବା ବେଳର ଭିଡିଓ ଏବେ ସୁକିନ୍ଦାରେ ବେସ ଭାଇରାଲ ହେବା ସହିତ ଚର୍ଚ୍ଚା ସୃଷ୍ଟି କରିଛି । ନେତା ଜଣକ ନିଜ ଭାଷଣରେ ବ୍ୟକ୍ତି ଗତ ସ୍ୱାର୍ଥ କଥା କହୁଥିଲା ବେଳେ […]




























