
ପଡୋଶୀ ଜିଲ୍ଲାରେ ଖର୍ଚ୍ଚ ହେଉଛି ୭୦ ଭାଗ ଡିଏମଏଫ ଅର୍ଥ: ଡ୍ୟାନିଙ୍କୁ ଛାଡିଲେ ଅନ୍ୟ ନେତୃମଣ୍ଡଳୀ ନିରବ !
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି(ଡିଏମଏଫ) ଫଣ୍ଡ ଅର୍ଥର ୭୦% ଅର୍ଥ ପଡୋଶୀ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଖର୍ଚ୍ଚ ହେଉଛି । ଯାଜପୁର ଜିଲ୍ଲା ଖଣିରୁ ଆଦାୟ ହେଉଥିବା ଅର୍ଥର ୩୦% ରହୁଛି ଯାଜପୁର ଜିଲ୍ଲାରେ । ସେହି ଅର୍ଥ ମଧ୍ୟ ଉଚିତ ଢଙ୍ଗରେ ଖର୍ଚ୍ଚ ହୋଇ ପାରୁନାହିଁ । ଜିଲ୍ଲାରୁ ଆଦାୟ ହେଉଥିବା ଅର୍ଥ ଜିଲ୍ଲା ବାହାରକୁ ଚାଲି ଯାଉଥିଲା ବେଳେ ଦଳ ମତ ନିର୍ବିଶେଷରେ ଯେଉଁଠି ପ୍ରତିବାଦର ସ୍ବର ଉଠିବା […]



























