ସ୍ୱାସ୍ଥ୍ୟ ପାଇଁ ନାଲି ଚାଉଳ : ଚାଉଳରେ ଓଜନ କମାଇବା ସହ ବିଭିନ୍ନ ରୋଗକୁ ନାଶ କରିବାର ରହିଛି ଶକ୍ତି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ବର୍ଷର ପ୍ରମୁଖ ଖାଦ୍ୟ ହେଲା ଭାତ । ଦିନ ହେଉ ଅବା ରାତି ସମସ୍ତଙ୍କ ଖାଇବା ଥାଳିରେ ଭାତ ପରସାଯାଏ । ଆଜି ସମୟରେ ମଧୁମେହ ରୋଗୀ ଭାତ ଖାଇବାକୁ ଡାକ୍ତର ବାରଣ କରିଛନ୍ତି । ହେଲେ ସର୍ବାଧିକ ଲୋକ ଭାତ ଖାଇବାକୁ ପସନ୍ଦ କରନ୍ତି । ଭାତ ଖାଇବାକୁ ଭଲ ପାଉଥିବା ଦେଶ ହେଉଛି ଭାରତ । ଭାରତରେ ବିଭିନ୍ନ ପ୍ରକାର ଚାଉଳ ଉପଲବ୍ଧ । ବିଭିନ୍ନ ପ୍ରକାର ଚାଉଳ ମଧ୍ୟରୁ […]




















