Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > Articles by: orissaleads@admin

ଯାଜପୁର ଜିଲ୍ଲା ପ୍ରେସ୍ କ୍ଳବର ପ୍ରଥମ ବାର୍ଷିକ ଉତ୍ସବ: ସଂଘର୍ଷ ରୁ ସଫଳତା ଶୀର୍ଷକ ଆଲୋଚନା ଅନୁଷ୍ଠିତ

ଓଡ଼ିଶା ଲିଡ୍ସ(ଯାଜପୁର): ନବଗଠିତ ଯାଜପୁର ଜିଲ୍ଲା ପ୍ରେସ କ୍ଳବର ପ୍ରଥମ ବାର୍ଷିକ ଉତ୍ସଵ ୧୪ ତାରିଖ ଦିନ ଯାଜପୁର ସହର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ପ୍ରତ୍ୟୁଷରୁ ମା ବିରଜାଙ୍କ ନିକଟରେ ପୂଜା ଅର୍ଘ୍ୟ ଅର୍ପଣ କରାଯାଇଥିଲା । ସହରର ଗାନ୍ଧୀ ଛକରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ପ୍ରେସ […]

Read More

ସୁକିନ୍ଦା ରାଜନୀତି: ନେତା ଅସ୍ଥିର, କର୍ମୀ ସ୍ଥିର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସାରା ରାଜ୍ୟରେ ବିଜେଡି ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବାର ଧାରା ଜାରି ରହିଛି । ସେହି କ୍ରମରେ ଯାଜପୁର ଜିଲ୍ଲାରେ ମଧ୍ୟ ଦଳାନ୍ତିକରଣ ଜାରି ରହିଛି । ବିଗତ ୨୪ ବର୍ଷ ଧରି ବିଜେଡି ସହିତ ସାମିଲ ଥିବା ବ୍ଲକ ଓ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ସରକାର ପରିବର୍ତ୍ତନ ପରେ ଅସ୍ଥିର ହୋଇ ପଡିଛନ୍ତି । ଦୀର୍ଘ ୨୪ ବର୍ଷ ଧରି କ୍ଷମତା ଆହରଣ କରିବା, ବିଭିନ୍ନ ପଦପଦବୀରେ ରହିବା […]

Read More

ପାକିସ୍ତାନୀଙ୍କ ଭବିଷ୍ୟତ ଆଇଏସଆଇ ସ୍ଥିର କରେ : ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସବୁ ସମୟରେ ପାକିସ୍ତାନର ରାଜନୈତିକ ଇତିହାସରେ ସେନା ଏବଂ ଆଇଏସଆଇର ନିର୍ଣ୍ଣାୟକ ଭୂମିକା ରହିଥାଏ । ପାକିସ୍ତାନରେ ବର୍ଷ ବର୍ଷ ଧରି, କ୍ଷମତାର ଲଗାମ ସେନା ଓ ଆଇଏସଆଇ ହାତରେ ରହିଆସିଛି। ଏ ବିଷୟରେ ପାକିସ୍ତାନର କୌଣସି ନେତା ଏହାକୁ ଖୋଲାଖୋଲି କହିବାକୁ ସାହସ କରନ୍ତି ନାହିଁ। ହେଲେ ପ୍ରଥମ ଥର ପାଇଁ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଖୋଲାଖୋଲି ଭାବରେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇର […]

Read More

ରାହୁଲ ଗାନ୍ଧିଙ୍କୁ ଆର୍ଜେଣ୍ଟିନା ଜର୍ସି ପ୍ରଦାନ କଲେ ମେସି

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଆର୍ଜେଣ୍ଟିନାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଏବେ ଭାରତ ଗସ୍ତରେ ଆସିଛନ୍ତି । ହାଇଦ୍ରାବାଦରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସହ ଫୁଟବଲ୍ ଖେଳିଥିଲା ବେଳେ ଵିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଜର୍ସି ମଧ୍ୟ ପ୍ରଦାନ କରିଥିଲେ। ୧୪ ବର୍ଷ ମଧ୍ୟରେ ଏହା ମେସିଙ୍କର ପ୍ରଥମ ଭାରତ ଗସ୍ତ। କୋଲକାତା ଗସ୍ତ ସମୟରେ ଦର୍ଶକଙ୍କ ତୁମୁଳ କାଣ୍ଡ ଦେଖିବାକୁ ମିଲିଥିଲା କିନ୍ତୁ ହାଇଦ୍ରାବାଦରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସହ […]

Read More

ଚିଙ୍ଗୁଡିପାଳ ରାଆଁସୋଳ ପଞ୍ଚାୟତ ବିଜେଡି ଗଠିତ

ଓଡ଼ିଶା ଲିଡ୍ସ(ସୁକିନ୍ଦା): ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିର୍ଦେଶ କ୍ରମେ ସୁକିନ୍ଦା ବ୍ଲକ୍ ବିଜେଡି ସଭାପତି ବିବେକାନନ୍ଦ ବୋଷ ଚିଙ୍ଗୁଡ଼ିପାଳ ପଞ୍ଚାୟତ ବିଜେଡି ସଭାପତି ଭାବେ ନିଳେନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଭାବେ ଧୀରେନ୍ଦ୍ର ମହାନ୍ତ ଏବଂ ରାଂସୋଳ ପଞ୍ଚାୟତ ବିଜେଡି ସଭାପତି ଭାବେ ଜଗବନ୍ଧୁ ମହାନ୍ତ, କାର୍ଯ୍ୟକାରୀ ସଭାପତି ଭାବେ ବଳରାମ ଦାସଙ୍କ ନାମ ଘୋଷଣା କରିଛନ୍ତି। ମନୋନୀତ ନେତାଙ୍କ ଉଦ୍ୟମରେ ଉଭୟ ପଞ୍ଚାୟତରେ […]

Read More

ସୁକିନ୍ଦା ମହାବିଦ୍ୟାଳୟର ୪୭ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଶା ଲିଡ୍ସ(ସୁକିନ୍ଦା):ସୁକିନ୍ଦା ମହାବିଦ୍ୟାଳୟର ୪୭ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ କାଲି ଓ ଆଜି ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନ ଦିବସରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଯାଇ ସୁକିନ୍ଦାର ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁରାଈଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମଶାଲରେ ଅଗ୍ନି ସଂଯୋଗ ପରେ ମସାଲକୁ ଶୋଭାଯାତ୍ରାରେ ଆଣି ମହାବିଦ୍ୟାଳୟକୁ ଆସିଥିଲେ।ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ଵିବେଦୀ ମଶାଲକୁ ଗ୍ରହଣ କରିଥିଲେ । କ୍ରୀଡା ପତାକା ଉତ୍ତୋଳନ ସହିତ ଛାତ୍ରଛାତ୍ରୀ […]

Read More

ଲୁଟିଆଙ୍କ ଭୂସ୍ବର୍ଗ ପାଲଟିଛି ସୁକିନ୍ଦା, ପ୍ରଶାସନ ନିରବ ଦ୍ରଷ୍ଟା

ଓଡ଼ିଶା ଲିଡ୍ସ(ଯାଜପୁର/ସୁକିନ୍ଦା): ସୁକିନ୍ଦା ଏବେ ଲୁଟିଆଙ୍କ ଭୂସ୍ବର୍ଗ ପାଲଟି ଯାଇଛି । ବାଲି, ମାଟି, ନାଲିମାଟି ଠାରୁ ନେଇ କ୍ରୋମାଇଟ ପର୍ଯ୍ୟନ୍ତ ଲୁଟ ହେଉଛି । ଏହାକୁ ରୋକିବା ଓ ଲୁଟିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପ୍ରଶାସନ ଚୁପ ବସିବା ଲୁଟିଆଙ୍କୁ ଅଧିକ ଉତ୍ସାହିତ କରୁଛି । ସରକାର ବଦଳିବା ପରେ ସୁକିନ୍ଦାରେ ଲୁଟିଆ ଯୋଜନା ବଦ୍ଧ ଭାବେ ଲୁଟ କରୁଛନ୍ତି । ବିଭିନ୍ନ ନଦୀରୁ ଶହ ଶହ ଟ୍ରିପ ବାଲି ଲୁଟ ହେବା […]

Read More

ଜିଲ୍ଲା କୃଷି ବିଭାଗ ଅଧିକାରୀଙ୍କ ଦୃଷ୍ଟି ନାହିଁ, ମାଡି ଗଲାଣି ଲଟା

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା କୃଷି ଭବନ ବୋର୍ଡକୁ ଦେଖିଲେ ପରିସରର ଅବସ୍ଥା କିଭଳି ଥିବ ତାହା ସ୍ପଷ୍ଟ ଅନୁମେୟ ହେଉଛି । ମାନସା ପୋଲ ନିକଟରେ ରହିଛି ଜିଲ୍ଲା କୃଷି କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୋର୍ଡ ଚାରି ପଟେ ଲଟା ମାଡି ଯାଇଥିଲା ବେଳେ ନିକଟରେ ଥିବା ଏକ ଟାୱାର ଉପରେ ମଧ୍ୟ ଲଟା ମାଡି ଯାଇଛି ।ବେଶ କିଛି ଦିନ ହେଲା ଏହି ଲଟା ମାଡିଥିଲା ବେଳେ ଏହାକୁ ସଫା […]

Read More

ଶୀତରେ ଥରୁଛି ସାରା ଓଡ଼ିଶା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶୀତ ଚାଦର ସାରା ଓଡ଼ିଶାକୁ ଏବେ ଘୋଡାଇ ରଖିଛି । ସାରା ରାଜ୍ୟରେ ଶୀତର ପ୍ରକୋପ ବଢୁଥିଲା ବେଳେ ଏହା ରାଜ୍ୟବାସୀଙ୍କୁ ପ୍ରଭାବିତ କରିଛି । ରାତି ନୁହେଁ ଦିନର ତାପମାତ୍ରା ମଧ୍ୟ ବେଶ ଖସି ଯାଇଛି । ସଂଧ୍ୟା ପରଠାରୁ ଶୀତର ପ୍ରକୋପ ବଢୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଖସୁଥିଲା ବେଳେ ଗତ କାଲି କୋରାପୁଟ ସେମିଳିଗୁଡା ତାପମାତ୍ରା ୩.୫ ରେକର୍ଡ ହୋଇଛି । ଏହି ତାପମାତ୍ରା ହ୍ରାସ ଫଳରେ […]

Read More

ଜାତୀୟ ରାଜପଥ ଠିକାଦାରଙ୍କ ମନମାନି: ତାଡ଼ିଦେଲେ ଛାଡିଦେଲେ

ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ବରୁଆଁ-ଯାଜପୁର ରାସ୍ତା । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାର ଗାଡି ଗତାଗତ କରୁଛି । କିଛି ଦିନ ପୂର୍ବରୁ ମଲ୍ଲିକାପୁର ଠାରୁ ମାନସାପୋଲ ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରାଯାଇଛି । ହେଲେ ଏହି ପିଚୁ କାମ ଅତି ନିମ୍ନମାନର ହୋଇଛି । ନିମ୍ନମାନର କାମ ଯୋଗୁ ମଲ୍ଲିକାପୁର ନିକଟରେ ପ୍ରାୟ ୫୦ ମିଟର ରାସ୍ତା ପିଚୁ ଖୋଳି ହୋଇ ଯାଇଥିଲା । ଏ […]

Read More