
ଶୋଚନୀୟ ୨୦ ନମ୍ବର ଜାତୀୟ ରାଜପଥ, ବିପଦରେ ପଥଚାରୀ
ଓଡ଼ିଶା ଲିଡ୍ସ(ଯାଜପୁର): କୁଆଖିଆ-ଧାମନଗର ୨୦ ନମ୍ବର ଜାତୀୟ ରାଜପଥର ବରୁଆଁ ଠାରୁ ବୁଢା ପୋଲ ରାସ୍ତା ସଂପ୍ରସାରଣ କାର୍ଯ୍ୟ ହେଉଛି । ବୁଢା ପୋଲ ଠାରୁ ମାନସା ପୋଲ ପର୍ଯ୍ୟନ୍ତ ରାସ୍ତା ନିକଟରେ ପିଚୁ ହୋଇଥିଲା । ହେଲେ ଏହି ପିଚୁ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଛି । ଯାହାର ନମୁନା ଦେଖିବାକୁ ମିଳିଛି ମଲ୍ଲିକାପୁର ନିକଟରେ । ପିଚୁ ଉଠି ଯାଇ ଖେଳେଇ ହୋଇ ପଡ଼ିଥିଲା ବେଳେ ବିରାଟ ଖାଲ ସୃଷ୍ଟି ହୋଇଛି । […]




























